Servants of Knowledge
Odisha Gazette · Government of Odisha

Odisha Gazette, No. 1991, 04 July 2025

Published 04 July 2025

Department
Revenue & Disaster Management
Type
Extraordinary
Gazette no.
1991
Notification no.
247
Notification Date
13-06-2025
Identifier
in.gazette.odisha_govpress.2025-07-04.Extraordinary_1991
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1991 CUTTACK, FRIDAY, JULY 4, 2025/ASADHA 13, 1947

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,

ଘୋଷଣା

ତାରିଖ ୧୩ ଜୁନ୨୦୨୫

ସଂଖ୍ୟା-247-IX (C) 30/2025-—ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ- ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ, ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା ବଡବିଲ, ୟୁନିଟ ନଂ. ୮ ଥାନା ବଡବିଲ, ତହସିଲ ବଡବିଲ, ଜିଲ୍ଲା କେନ୍ଦୁଝରରେ ନିମ୍ନସୂଚିତ 'କ' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ବଡଜାମଦା ଓ ବଡବିଲ ସେନ ମଧ୍ୟରେ ରେଲୱେ ଓଭରବ୍ରିଜ (ଏଲ. ସି. ନଂ. ଆର. ବି. କେ. ୬୦) ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଗ୍ରାମର ନାମ ଗ୍ରାମଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ବଡବିଲ ୟୁନିଟ ନଂ. ୮ ସହରାଞ୍ଚଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ଏ୦.୧୨୫ ଏ୦.୦୨୮ ସଂଲଗ୍ନ
2

ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)

ଗ୍ରାମର ନାମ ଗ୍ରାମଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ୍ରଜୁଜ୍ୟ ନୁହେଁ

ଅଧିସୂଚନାର ବୈଧ ତାରିଖ ୧୩ ଜୁନ ୨୦୨୪ ।

ଭୂମି ଅନୁସୂଚୀ

ପ୍ରକଳ୍ପର ନାମ : ବଡଜାମଦା, ବଡବିଲ ସେନ ମଧ୍ୟରେ ରେଲୱେ ଓଭରବ୍ରିଜ (ଏଲ. ସି. ନଂ. ଆର.ବି.କେ ୬୦) ନିର୍ମାଣ ମୌଜା : ବଡବିଲ ୟୁ ନଂ.୮, ଥାନା ବଡବିଲ, ତହସିଲ ବଡବିଲ, ଜିଲ୍ଲା କେନ୍ଦୁଝର ।

କ୍ରମିକ ନଂ. ଖତିୟାନା ନଂ. ପ୍ରକାର ନାମ ଓ ଠିକଣା ପ୍ଲଟ ନଂ କିସମ ମୋଟ ରକବା (ଏକର) ଅର୍ଜନ ରକବା
(୧) (୨) (୩) (୪) (୫) (୬) (୭)
୧ ୩୭/୫ କମଳ ଜିତ ସିଂହ, ପି. ବଳଦେବ ସିଂହ, ବା. ନିଜଗାଁ । ୩୬୮ ୩୬୩/୮୪୭ ଘରବାରି ଏକ ଘରବାରି ଏକ ୦.୦୩ ୦.୦୧୫ ୦.୦୧୧ ୦.୦୧୦
୨ ୩୭/୭ କରତାର ସିଂହ, ପି. ଜଗତ ସିଂହ ବା. ବଡ଼ବିଲ, ଥାନା. ବଡ଼ବିଲ, ଜିଲ୍ଲା କେନ୍ଦୁଝର । ୩୬୩ ଘରବାରି ଏକ ୦.୦୮ ୦.୦୦୭
ମୋଟ : ୦.୧୨୫ ୦.୦୨୮

ରାଜ୍ୟପାଳଙ୍କ ଆଦେଶକ୍ରମେ

ବିଶାଲ ସିଂହ

ଜିଲ୍ଲାପାଳ କେନ୍ଦୁଝରPrinted and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1201(cid:151)173+9


  1. ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୨୩୦, ତା ୧୩ ଜୁନ ୨୦୨୪ ରିଖ ରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ, ମୌଜା ବଡବିଲ, ୟୁନିଟ ନଂ ୮ ଥାନା ବଡବିଲ, ତହସିଲ ବଡବିଲ, ଜିଲ୍ଲା କେନ୍ଦୁଝରରେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନକାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ଼ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ତଫସିଲ-କ (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ) ↩
Cite this issue. Odisha Gazette, Government of Odisha, 04 July 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-07-04.Extraordinary_1991/. Archive identifier in.gazette.odisha_govpress.2025-07-04.Extraordinary_1991.