Servants of Knowledge
Odisha Gazette · Government of Odisha

Odisha Gazette, No. 1992, 04 July 2025

Published 04 July 2025

Department
Revenue & Disaster Management
Type
Extraordinary
Gazette no.
1992
Notification no.
253
Notification Date
13-06-2025
Identifier
in.gazette.odisha_govpress.2025-07-04.Extraordinary_1992
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1992 CUTTACK, FRIDAY, JULY 4, 2025/ASADHA 13, 1947

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

ତାରିଖ ୧୩ ଜୁନ୨୦୨୫

ସଂଖ୍ୟା 253—IX(C) 20/2025-—ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ, ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା ବଡବିଲ ୟୁନିଟ ନଂ. ୭, ଥାନା ବଡବିଲ, ତହସିଲ ବଡବିଲ, ଜିଲ୍ଲା କେନ୍ଦୁଝରରେ ନିମ୍ନସୂଚିତ 'କ' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ବଡଜାମଦା ଓ ବଡବିଲ ସେନ ମଧ୍ୟରେ ରେଲୱେ ଓଭରବ୍ରିଜ (ଏଲ. ସି. ନଂ. ଆର. ବି. କେ. ୬୧) ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଗ୍ରାମର ନାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ବଡବିଲ ୟୁନିଟ ନଂ. ୭ ସହରାଞ୍ଚଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ଏ୦.୮୭୬ ଏ୦.୨୭୪ ସଂଲଗ୍ନ
2

ତଫସିଲ-ଖ

(ପୁନର୍ବାସ ନିମତ୍ତ ଚିହ୍ନଟ ଭୂମି ଅନୁସୂଚୀ)

ଗ୍ରାମର ନାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ୍ରଯୁଜ୍ୟ ନୁହେଁ

ଅଧିସୂଚନାର ବୈଧ ତାରିଖ ୧୩ ଜୁନ ୨୦୨୪ ।

ଭୂମି ଅନୁସୂଚୀ

କ୍ରମିକ ନଂ. ଖତିୟାନ ନଂ. ପ୍ରକାର ନାମ ଓ ଠିକଣା ପ ୍ଲ ଟ ନଂ. କିସମ ମୋଟ ରକବା (ଏକର) ଅର୍ଜନ ରକବା
୧ ୨ ୩ ୪ ୫ ୬ ୭
୧ ୧୭୨ ଦେବୀ ପ୍ରସାଦ ଭଟାଚାର୍ଯ୍ୟ, ସୁକୁମାର ଭାଚାର୍ଯ୍ୟ, ବାଦଲ କୁମାର ଭଟାଚାର୍ଯ୍ୟ, ଗିତାରାଣୀ ଭଟାଚାର୍ଯ୍ୟ, ବାସସ୍ଥାନ ନିଉ ବାରିକପୁର, ସବିତା ମୁର୍ଖାର୍ଜୀ, ବାସସ୍ଥାନ ବାଲିଗ, ନମିତାରାଣୀ ଚାଟାର୍ଜୀ, ବାସସ୍ଥାନ ଚକୁଲ ପୁକୁରୁ, କଲିକତା, ଭାରତୀରାଣୀ ପାକଲାସୀ, ବାସସ୍ଥାନ ବୈଦ୍ୟବାଟି, ହୁଗୁଳି, ରିତା ଭଟାଚାର୍ଯ୍ୟ, ପିତା ସିଶ୍ୱେର ଭଟାଚାର୍ଯ୍ୟ, ଲିଳାବତୀ ଭଟାଚାର୍ଯ୍ୟ, ସ୍ୱାମୀ ସିଶ୍ୱେର ଭଟାଚାର୍ଯ୍ୟ, ଜାତି ବ୍ରାହ୍ମଣ, ବାସସ୍ଥାନ ନିଜଗାଁ । ୬୦୪ ଘରବାରି ଏକ ୦.୦୩ ୦.୦୦୬
୨ ୪୫୮/ ୧୫୪୫ ମାଙ୍ଗିଲାଲ ରୁଙ୍ଗଟା, ପି. ହରକରଣ ଦାସ ରୁଙ୍ଗଟା, ଜା. ଅଗ୍ରବାଲା, ବା. ଚାଇଁବସା, ଜିଲ୍ଲା ସିଂହଭୂମି ବିହାର । ୬୧୩ ଘରବାରି ଏକ ୦.୨୧୮ ୦.୦୪୯
୩ ୪୫୮/ ୧୦୦୦ ଗୁରୁଦୟାଲ ସିଂହ, ପି. ବଚନ ସିଂହ, ଜା. ଶିଖ, ବା. ବଡବିଲ । ୬୦୫ ଘରବାରି ଏକ ୦.୦୩୦ ୦.୦୩୦
୪ ୪୫୮/ ୧୦୦୨ ମହଦ ଆଲାମ, ପି. ମଲ୍ଲିକ ଅବଦୁଲ ରହମାନ, ଜା. ମୁସଲମାନ, ବା. ନିଜଗାଁ । ୬୦୬ ଘରବାରି ଏକ ୦.୦୪୦ ୦.୦୪୦
(୧) (୨) (୩) (୪) (୫) (୬) (୭)
୪ ୪୮୩ ଭାରତ ପ୍ରୋସେସ ଏଞ୍ଜ ମେକାନିକାଲ ଇିନିୟରସ, ଲିମିଟେଡ଼ ଠାକୁରାଣୀ । ୬୧୪ ଘରବାରି ଏକ ୦.୧୧୩ ୦.୦୦୯
୬୧୨/ ୨୦୫୭ ଘରବାରି ଏକ ୦.୦୯୭ ୦.୦୪୬
୬୧୧ ପତିତ ୦.୩୩୩ ୦.୦୮୨
୬୧୦ ଘରବାରି ଏକ ୦.୦୦୫ ୦.୦୦୫
୬୦୯ ଘରବାରି ଏକ ୦.୦୧୦ ୦.୦୦୭
ମୋଟ ୦.୮୭୬ ୦.୨୭୪
3

ରାଜ୍ୟପାଳଙ୍କ ଆଦେଶକ୍ରମେ

ବିଶାଲ ସିଂହ

ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1202(cid:151)173+9


  1. ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୨୫୯, ତା ୧୩ ଜୁନ ୨୦୨୪ ରିଖରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ, ମୌଜା ବଡବିଲ ୟୁନିଟ ନଂ. ୭. ଥାନା ବଡବିଲ, ତହସିଲ ବଡବିଲ, ଜିଲ୍ଲା କେନ୍ଦୁଝରରେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନକାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ୱେବସାଇଟ www.kendujhar.nic.inରେ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ଼ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ତଫସିଲ-କ (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ) ↩
Cite this issue. Odisha Gazette, Government of Odisha, 04 July 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-07-04.Extraordinary_1992/. Archive identifier in.gazette.odisha_govpress.2025-07-04.Extraordinary_1992.