Servants of Knowledge
Odisha Gazette · Government of Odisha

Odisha Gazette, No. 1993, 04 July 2025

Published 04 July 2025

Department
Revenue & Disaster Management
Type
Extraordinary
Gazette no.
1993
Notification no.
259
Notification Date
13-06-2025
Identifier
in.gazette.odisha_govpress.2025-07-04.Extraordinary_1993
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1993 CUTTACK, FRIDAY, JULY 4, 2025/ASADHA 13, 1947

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,

ଘୋଷଣା

ତାରିଖ ୧୩ ଜୁନ୨୦୨୫

ସଂଖ୍ୟା-259-IX (C) 20/2025-—ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ, ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ ବଡବିଲ, ୟୁନିଟ ନଂ. ୮ ଥାନା ବଡବିଲ, ତହସିଲ ବଡବିଲ, ଜିଲ୍ଲା କେନ୍ଦୁଝରରେ ନିମ୍ନସୂଚିତ 'କ' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ବଡଜାମଦା ଓ ବଡବିଲ ସେନ ମଧ୍ୟରେ ରେଲୱେ ଓଭରବ୍ରିଜ (ଏଲ. ସି. ନଂ. ଆର. ବି. କେ. ୬୧) ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଗ୍ରାମର ନାମ ଗ୍ରାମଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ବଡବିଲ ୟୁନିଟ ନଂ. ୮ ସହରାଞ୍ଚଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ଏ୧.୫୫୩ ଏ୦.୭୨୭ ସଂଲଗ୍ନ
2

ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)

ଗ୍ରାମର ନାମ ଗ୍ରାମଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ୍ରଜୁଜ୍ୟ ନୁହେଁ

ଅଧିସୂଚନାର ବୈଧ ତାରିଖ ୧୩ ଜୁନ ୨୦୨୪ ।

ଭୂମି ଅନୁସୂଚୀ

ପ୍ରକଳ୍ପର ନାମ : ବଡଜାମଦା, ବଡବିଲ ସେନ ମଧ୍ୟରେ ରେଲୱେ ଓଭରବ୍ରିଜ (ଏଲ. ସି. ନଂ. ଆର.ବି.କେ ୬୧) ନିର୍ମାଣ ମୌଜା : ବଡବିଲ ୟୁ ନଂ.୮, ଥାନା ବଡବିଲ ୧୫, ତହସିଲ ବଡବିଲ, ଜିଲ୍ଲା କେନ୍ଦୁଝର ।

କ୍ରମିକ ନଂ. ଖତିୟାନା ନଂ. ପ୍ରକାର ନାମ ଓ ଠିକଣା ପ ଟ ନଂ ୍ଲ କିସମ ମୋଟ ରକବା (ଏକର) ଅର୍ଜନ ରକବା
(୧) (୨) (୩) (୪) (୫) (୬) (୭)
୧ ୧୫ ତୁଷାର ପାଞ୍ଜିଆ, ନିର୍ମଳ ପାଞ୍ଜିଆ, ନିତା ପାଞ୍ଜିଆ, ଗାୟତି୍ର ପାଞ୍ଜିଆ, ପି. ହରି ପ୍ରସାଦ ପାଞ୍ଜିଆ, ଭାନୁମତି ପାଞ୍ଜିଆ, ସ୍ୱା. ହରି ପ୍ରସାଦ ପାଞ୍ଜିଆ, ଜା. ବ୍ରହ୍ମଣ, ବା. ନିଜଗାଁ । ୪୦୫/୮୯୨ ଘରବାରି ଏକ ୦.୧୮୦ ୦.୦୮୧
୨ ୧୯ ଦେବେନ୍ଦ୍ର ପ୍ରସାଦ ପାଞ୍ଜିଆ, ପି. ହିଜି ଧନଜ ପାଞ୍ଜିଆ, ଜା. ବ୍ରହ୍ମଣ ବା. ନିଜଗାଁ । ୪୦୫ ଘରବାରି ଏକ ୦.୦୮୦ ୦.୦୦୯
୩ ୨ ଆୁମାନ ଇସିଲା ମିଆଁ, ବଡବିଲ ତରଫ ପ୍ରେସିଡେ, ସୟଦ ଅବଦୁଲ କାଦିର, ପିତା ସେକ ଅବଦୁଲ ଗଫୁର, ଜାତି. ମୁସଲ ମାନ, ବାସସ୍ଥାନ ନିଜଗାଁ ବା. ୪୮୯ ଘରବାରି ଏକ ୦.୦୨୫ ୦.୦୨୩
୪ ୨୮ ଭଗବାନ ଦାସ ମହତା, ପି. ଏମ. ସି. ମହତା, ଜା. ମାରୁଆଡି, ବା. ନିଜଗାଁ । ୫୦୮/୮୨୮ ଘରବାରି ଏକ ୦.୦୬୦ ୦.୦୩୬
୫ ୨୯ ଭାରତ ପ୍ରସେସ ଏଞ୍ଜ ମେକାନିକାଲ, ଇିନିୟର୍ସ ଲିମିଟେଡ ଠାକୁରାଣୀ ବା. ୪୦୯/୭୩୧ ଘରବାରି ଏକ ୦.୨୮୦ ୦.୦୯୧
(୧) (୨) (୩) (୪) (୫) (୬) (୭)
୬ ୩୭ ଜାଜରା ବେଗମ, ସ୍ୱା. ମହଦ ବିଜାନ ଜାତି. ମୁସଲମାନ, ବାସସ୍ଥାନ, ନିଜଗାଁ ବା. ୪୯୦/୭୩୮ ଘରବାରି ଏକ ୦.୦୩୩ ୦.୦୨୨
୭ ୩୭/ ୧୦ ଶିଭ ପ୍ରକାଶ ମୁଦ୍ରା, ପି. ଶିଭ ରତନ ମୁଦ୍ରା, ବା. ବଡବିଲ, ଥାନା. ବଡବିଲ, ଜିଲ୍ଲା କେନ୍ଦୁଝର । ୪୦୫/ ୯୭୦ ଘରବାରି ଏକ ୦.୧୦୦ ୦.୧୦୦
୮ ୩୭/ ୧୯ ମୋଇନ ଅଖତାର, ପି. ଅବଦୁଲ ରହିମ ଜା. ମୁସଲମାନ, ବା. ବଡବିଲ (ଆଜାଦ ବସ୍ତି), ଥା. ବଡବିଲ, ଜିଲ୍ଲା କେନ୍ଦୁଝର । ୪୯୭/ ୮୩୦ ଘରବାରି ଏକ ୦.୦୨୦ ୦.୦୨୦
୯ ୩୭/ ୨ ଶ୍ରୀରାମ ଚନ୍ଦ୍ର ନାଏକ, ପି. ବଳରାମ ନାଏକ ଜା. ତେଲି, ବା. ନିଜଗାଁ, ଥାନା. ବଡବିଲ ଜିଲ୍ଲା କେନ୍ଦୁଝର । ୪୯୪/ ୯୬୮ ଘରବାରି ଦୁଇ ୦.୦୩୦ ୦.୦୧୧
୧୦ ୩୭/ ୩୧ ମନୋଜ କୁମାର ଶର୍ମା, ପି. ଚନ୍ଦ୍ର ଶେଖର ପ ୍ର ସାଦ ଶର୍ମା, ଜା. ବ୍ରାହ୍ମଣ ବା. ବଡବିଲ । ୪୯୦ ଘରବାରି ଏକ ୦.୦୩୫ ୦.୦୧୮
୧୧ ୩୭/ ୩୨ ନିତିନ କୁମାର ଗୁପ୍ତା, ପି. ମୋତିଲାଲ ଗୁପ୍ତା ଜା. ବଣିଆ, ବା. ବଡବିଲ, ଥା. ବଡବିଲ ଜି. କେନ୍ଦୁଝର । ୪୯୨/ ୭୩୯ ଘରବାରି ଏକ ୦.୦୩୦ ୦.୦୩୦
୧୨ ୩୭/ ୬ ରଣଜିତ ସିଂହ, ପି. ବଳଦେବ ସିଂହ, ବା. ବଡବିଲ । ୫୦୮/ ୮୨୯ ଘରବାରି ଏକ ୦.୦୬୦ ୦.୦୩୭
୧୩ ୩୯/ ୧ ଓଡ଼ିଶା ଖଣି ନିଗମ ଲିମିଟେଡ, ବଡବିଲ । ୫୦୮/ ୯୭୮ ଘରବାରି ଏକ ୦.୩୭୦ ୦.୧୦୫
୧୪ ୪ ଖିତିଶ ପାଞ୍ଜିଆ, ପ୍ରକାଶ ପାଞ୍ଜିଆ, ପି. କାନ୍ତି ପ୍ରସାଦ ହିରିଜି ପାଞ୍ଜିଆ, ନିର୍ମଳା କେ. ପାଞ୍ଜିଆ, ସ୍ୱା. କାନ୍ତି ପ୍ରସାଦ ହିରିଜି ପାଞ୍ଜିଆ, ଜା. ବ୍ରାହ୍ମଣ, ବା. ନିଜଗାଁ । ୪୦୫/ ୮୯୬ ଘରବାରି ଏକ ୦.୨୫୦ ୦.୧୪୪
ମୋଟ ୧.୫୫୩ ୦.୭୨୭
3

ରାଜ୍ୟପାଳଙ୍କ ଆଦେଶକ୍ରମେ

ବିଶାଲ ସିଂହ

ଜିଲ୍ଲାପାଳ କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1203(cid:151)173+9


  1. ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୨୫୨, ତା ୧୩ ଜୁନ ୨୦୨୪ ରିଖ ରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ, ବଡବିଲ, ୟୁନିଟ ନଂ ୮ ଥାନା ବଡବିଲ, ତହସିଲ ବଡବିଲ, ଜିଲ୍ଲା କେନ୍ଦୁଝରରେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନକାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ଼ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ତଫସିଲ-କ (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ) ↩
Cite this issue. Odisha Gazette, Government of Odisha, 04 July 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-07-04.Extraordinary_1993/. Archive identifier in.gazette.odisha_govpress.2025-07-04.Extraordinary_1993.