The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1994 CUTTACK, FRIDAY, JULY 4, 2025/ASADHA 13, 1947
କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,
ଘୋଷଣା
ତାରିଖ ୧୩ ଜୁନ୨୦୨୫
ସଂଖ୍ୟା-265-IX (C) 20/2025—ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ, ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା ସୁନ୍ଦରା, ୟୁନିଟ ନଂ. ୧୩, ଥାନା ବଡବିଲ, ତହସିଲ ବଡବିଲ, ଜିଲ୍ଲା କେନ୍ଦୁଝରରେ ନିମ୍ନସୂଚିତ 'କ' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ବଡଜାମଦା ଓ ବଡବିଲ ସେନ ମଧ୍ୟରେ ରେଲୱେ ଓଭରବ୍ରିଜ (ଏଲ. ସି. ନଂ.- ଆର. ବି. କେ. ୬୧) ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।
| ଗ୍ରାମର ନାମ | ଗ୍ରାମାଞ୍ଚଳ/ ସହରାଞ୍ଚଳ | ଖାତା ନଂ. | ପ୍ଲଟ ନଂ. | କିସମ | ପ୍ଲଟର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ମୌଜା ସୁନ୍ଦରା ୟୁ.ନଂ. ୧୩ | ସହରାଞ୍ଚଳ | ସଂଲଗ୍ନ | ସଂଲଗ୍ନ | ସଂଲଗ୍ନ | ଏ୧୨.୮୧୬ | ଏ୧.୦୫୯୫ | ସଂଲଗ୍ନ |
ତଫସିଲ-ଖ
(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)
| ଗ୍ରାମର ନାମ | ଗ୍ରାମାଞ୍ଚଳ/ ସହରାଞ୍ଚଳ | ଖାତା ନଂ. | ପ୍ଲଟ ନଂ. | କିସମ | ପ୍ଲଟର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ୍ରଜୁଜ୍ୟ ନୁହେଁ |
ଅଧିସୂଚନାର ବୈଧ ତାରିଖ ୧୩ ଜୁନ ୨୦୨୪ ।
ଭୂମି ଅନୁସୂଚୀ
କ୍ରମିକ ନଂ. ଖତିୟାନ ପ୍ରଜାର ନାମ ଓ ଠିକଣା ପ୍ଲଟ ନଂ. କିସମ ମୋଟ ଅର୍ଜନ ନଂ.
ରକବା ରକବା ଅ
(ଏକର)
(୧) (୨) (୩) (୪) (୫) (୬) (୭) ୧ ୧୨୯ ସୁଖନନ୍ଦନ ଅଗସ୍ତି, ପୁରେନଲାଲ ୪୦ ଘରବାରି ଦୁଇ ୦.୦୭୦ ୦.୦୭୦ ଅଗସ୍ତି, ଚନ୍ଦ୍ରକାନ୍ତ ଅଗସ୍ତି, ଉମାକାନ୍ତ
ଅଗସ୍ତି, ପିି. ଗୌରୀଶଙ୍କର ଅଗସ୍ତି,
ସୁମିତ୍ରା ଅଗସ୍ତି, ସ୍ୱା. ଗୌରୀଶଙ୍କର
ଅଗସ୍ତି, ଜା. ବ୍ରାହ୍ମଣ, ବା. ନିଜଗାଁ ।
୨ ୧୩୧ କଳାବତୀ ଅଗ୍ରବାଲ, ସ୍ୱା. ରାମବିଳାସ ୧୦୮ ଘରବାରି ୦.୧୨୦ ୦.୦୦୭ ଅଗ୍ରବାଲ, ଜା. ବଣିଆ, ବା. ବଡବିଲ ।
୩ ୧୩୫ ସୁରେଶ ପ୍ରସାଦ ମିଶ୍ର,ପି. ଗଣେଶ ପ୍ରସାଦ ୧୦୮/ ଘରବାରି ଦୁଇ ୦.୧୨୦ ୦.୦୭୩ ମିଶ୍ର, ଜା. ବ୍ରାହ୍ମଣ, ବା. ନିଜଗାଁ । ୬୫୦
୪ ୧୪୫/ ଶ୍ରୀମତୀ ରାମଦୁଲାରୀ ଦେବୀ, ସ୍ୱା. ୨୪୫/ ଘରବାରି ଦୁଇ ୦.୦୨୬ ୦.୦୦୪ ୧୩୫ ରାଜାରାମ ସିଂହ, ବା. ସୁନ୍ଦରା, ୭୨୯
ଥାନା ବଡବିଲ, ଜିଲ୍ଲା କେନ୍ଦୁଝର ।
୫ ୧୪୫/ ଅମରଜିତ ସିଂହ, ପି. କ୍ରିପାଲ ସିଂହ, ୧୫୩/ ଘରବାରି ଦୁଇ ୦.୦୦୭ ୦.୦୦୪ ୪୩୫ ଜା. ପାବୀ, ବା. ବଡବିଲ, ଥା. ୧୨୬୭
ବଡବିଲ, ଜି. କେନ୍ଦୁଝର ।
୬ ୧୪୫/ ସୋମନାଥ ସିଂହ, ପି. ଶୁକଦେବ ସିଂହ, ୧୫୩/ ଘରବାରି ଦୁଇ ୦.୦୦୫ ୦.୦୦୪ ୪୪୧ ଜା. ଖଞ୍ଜାୟତ, ବା. ବଡବିଲ, ଥା. ୧୨୭୨
ବଡବିଲ, ଜି. କେନ୍ଦୁଝର ।
3 (୧) (୨) (୩) (୪) (୫) (୬) (୭)୭ ୧୪୫/ ପ୍ରଦିପନାଗ ଚୌଧୁରୀ, ପି. ତୋଳାନାଗ ୧୫୩/ ଘରବାରି ଦୁଇ ୦.୦୦୪ ୦.୦୦୪ ୫୫୯ ଚୌଧୁରୀ, ଜା. ବଙ୍ଗାଳୀ, ବା. ବଡବିଲ । ୧୩୫୯
୮ ୧୪୫/ ଚ୍ଛଗନଲାଲ ବାବନଜି ପଟେଲ, ପି. ୧୫୩/ ଘରବାରି ଦୁଇ ୦.୨୫୦ ୦.୦୦୫ ୪୯୫ ବାବନଜି ପଟେଲ, ଜା. ଗୁଜୁରାଟି, ୧୩୧୯
ବା. ବଡବିଲ ।
୯ ୧୪୫/ ଅରୁଣ କୁମାର ଚୌହାନ, ପି. ଜୀବରାମ ୧୫୨/ ଘରବାରି ଦୁଇ ୦.୦୦୪ ୦.୦୦୪ ୫୯୦ ପ୍ରେମଜୀ ଚୌହାନ, ଜା. କ୍ଷେତ୍ରୀୟ, ୧୩୭୮
ବା. ବଡବିଲ ।
୧୦ ୧୪୫/ ଗୌତମ ଠାକୁର, ପ୍ରିତମ ଠାକୁର, ସୁଜାତା ୧୫୨/ ଘରବାରି ଦୁଇ ୦.୦୦୫ ୦.୦୦୫ ୫୯୭ ଠାକୁର, ସଙ୍ଗିତା ଠାକୁର, ପି. କ୍ରିଷ୍ଣା ଦେବ ୧୩୮୧
ଠାକୁର, କୌଶଲ୍ୟା ଠାକୁର, ସ୍ୱା. କ୍ରିଷ୍ଣା
ଦେବ ଠାକୁର, ଜା. ନାପିତ, ବା. ବଡବିଲ ।
୧୧ ୧୪୫/ ଆ।େନି ଦେବାଡି, ପି. ଜନ ଦେବାଡି, ୨୪୫/ ଘରବାରି ତିନି ୦.୦୧୧ ୦.୦୦୪ ୬୧୬ ଜା. ଖ୍ରୀିଆନ, ବା. ବଡବିଲ, ଥା. ୧୩୯୨
ବଡବିଲ, ଜି. କେନ୍ଦୁଝର ।
୧୨ ୧୪୫/ ରିଚାର୍ଡ ଦେବାଡି, ପି. ଜନ ଦେବାଡି, ୨୪୫/ ଘରବାରି ତିନି ୦.୦୧୦ ୦.୦୦୪ ୬୧୭ ଜା. ଖ୍ରୀିୟାନ, ବା. ବଡବିଲ, ଥା. ୧୩୯୩
ବଡବିଲ, ଜି. କେନ୍ଦୁଝର ।
୧୩ ୧୪୫/ ସାକିଲ ଅହଦ ଖାନ, ପି. ତେଜାବ ୧୫୨/ ଘରବାରି ଦୁଇ ୦.୦୦୬ ୦.୦୦୬ ୬୨୪ ଖାନ, ଜା. ମୁସଲମାନ, ବା. ବଡବିଲ ୧୩୬୬
ଥା. ବଡବିଲ, ଜି. କେନ୍ଦୁଝର ।
୧୪ ୧୪୫/ ପ୍ରଦୀପ କାଲରା, କିଶୋର କାଲରା, ୨୪୫/ ଘରବାରି ତିନି ୦.୦୧୬ ୦.୦୦୩ ୬୪୭ ଶଙ୍କର କାଲରା, ନୀତା କାଲରା, ୭୩୧
ପି. ରାଜକୁମାର କାଲରା, ପୂଜା କାଲରା, ୨୪୫/ ଘରବାରି ତିନି ୦.୦୧୬ ୦.୦୦୨ ସ୍ୱା. ଅଶୋକ କାଲରା, ରାହୁଲ କାଲରା, ୭୩୦
ଖୁସୁବୁ କାଲରା, ପି. ଅଶୋକ କାଲାରା,
ବା. ବଡବିଲ ।
୧୫ ୧୪୫/ ମହଦଆବାସ ଖାଁ, ୨୪୫/ ଘରବାରି ଦୁଇ ୦.୦୦୮ ୦.୦୦୮ ୬୫ ମହଦଅଜିମ ଖାଁ ୭୩୩
ମହଦନଜିମ ଖାଁ, ପି. ନାଜିର ଖାଁ, ୨୪୫/ ଘରବାରି ତିନି ୦.୦୨୬ ୦.୦୦୮ ବା. ବଡବିଲ । ୭୩୫
୨୪୫/ ଘରବାରି ତିନି ୦.୦୨୬ ୦.୦୦୭
୭୩୬4 (୧) (୨) (୩) (୪) (୫) (୬) (୭) ୨୪୫/ ଘରବାରି ତିନି ୦.୧୩୫ ୦.୦୧୬
୭୩୪
୨୪୫ ଘରବାରି ତିନି ୦.୦୧୫ ୦.୦୦୩
୨୪୫/ ଘରବାରି ତିନି ୦.୦୨୮ ୦.୦୦୬
୭୨୬
୨୪୫/ ଘରବାରି ତିନି ୦.୦୨୧ ୦.୦୦୩
୭୨୭
୨୪୫/ ଘରବାରି ତିନି ୦.୦୨୧ ୦.୦୦୩
୭୨୮
୧୬ ୧୪୫/ ସ୍ମିତା ମିଶ୍ର, ସ୍ୱା. ଆଶିଷ କୁମାର ମିଶ୍ର, ୧୦୮/ ଘରବାରି ଦୁଇ ୦.୧୩୫ ୦.୧୧୦ ୬୫୩ କାଞ୍ଚନ ମିଶ୍ର, ସ୍ୱା. ଅମିତ କୁମାର, ଜା. ୬୮୭
ବ୍ରାହ୍ମଣ, ବା. ବଡବିଲ ।
୧୭ ୧୪୫/ ଦିନେଶ ସିଂହଲ, ପି. ବନବାରି ଲାଲ, ୧୦୮/ ଘରବାରି ଦୁଇ ୦.୦୨୫ ୦.୦୨୫ ୫୮୬ ଜା. ବୈଶ୍ୟ, ବା. ଆଦିତ୍ୟପୁର, ୧୩୭୬
ଜାମଶେଦପୁର, ଜିଲ୍ଲା ପଶ୍ଚିମ ସିଂହଭୂମ
ହାଲ, ବା. ବଡବିଲ ।
୧୮ ୧୫୪/ ମହଦ ମାସୁଦ ଆକ୍ରାମ, ପି. ମହଦ ୪୬/ ଘରବାରି ଦୁଇ ୦.୧୬୦ ୦.୦୫୮ ୬୬୬ ଆକ୍ରାମ, ଜା. ମୁସଲମାନ, ବା. ବଡବିଲ । ୧୪୧୪
୧୯ ୧୪୫/ ରଜିଆ ଖାତୁନ, ସ୍ୱା. ମହଦ ଏହସାନ, ୪୬ ଘରବାରି ଦୁଇ ୦.୦୪ ୦.୦୪୦ ୭୩୮ ଏମ. ଡି. ଆଲାମ, ଏମ. ଡି. ମେହେମୁଦ,
ଏମ. ଡି. ମକସୁଦ, ଏମ. ଡି. ଅନୱାର,
ଏମ. ଡି. ଅହଦ ଅଲ୍ଲୀ, ପି. ଏମ. ଡି.
ଏହସନ, ସାହିସ୍ତା ପରବିନ, ସ୍ୱା. ଏମ. ଡି.
ଏହସାନ, ଜା. ମୁସଲମାନ, ବା.
ସୁନ୍ଦରା-୧୩ ।
୨୦ ୧୪୫/ ସୁବାସିନି ପଞ୍ଜା, ସ୍ୱା. ଶ୍ରୀକାନ୍ତ ପଞ୍ଜା, ଜା. ୧୫୨ ଘରବାରି ଦୁଇ ୦.୦୦୭ ୦.୦୦୨ ୭୭ ବ୍ରାହ୍ମଣ, ବା. ସୁନ୍ଦରଗଡ, ଥାନା ସୁନ୍ଦରଗଡ
ଜିଲ୍ଲା ସୁନ୍ଦରଗଡ ।
୨୧ ୧୪୬/ ସୁନ୍ଦରୀ ଅଗ୍ରବାଲ, ସ୍ୱା. ରାମକୃଷ୍ଣ ଅଗ୍ରବାଲ, ୧୦୮/ ଘରବାରି ୦.୧୨୦ ୦.୦୧୪ ୧୮ ଜା. ବଣିଆ, ବା. ବଡବିଲ । ୬୯୦
୨୨ ୧୪୬/ ଅର୍ଣ୍ଣପୂର୍ଣ୍ଣା ମହାନ୍ତି, ସ୍ୱା. ମାନଗୋବିନ୍ଦ ମହାନ୍ତି, ୨୪୯ ଘରବାରି ଏକ ୦.୫୦୦ ୦.୦୧୬ ୯ ରାଜିବଲୋଚନ ମହାନ୍ତି, କମଳଲୋଚନ
ମହାନ୍ତି, ପଦ୍ମଲୋଚନ ମହାନ୍ତି,
ପଙ୍କଜଲୋଚନ ମହାନ୍ତି, ସବିତା ମହାନ୍ତି,5 (୧) (୨) (୩) (୪) (୫) (୬) (୭) ନମିତା ମହାନ୍ତି, ପି. ମାନଗୋବିନ୍ଦ ମହାନ୍ତି,
ଜା. କରଣ, ବା. ବଡବିଲ, ଥା ବଡବିଲ,
ଜି. କେନ୍ଦୁଝର ।
୨୩ ୩୭ ଛଗନଲାଲ ବାବନଜି, କାନ୍ତିଲାଲ ବାମନଜି ୧୫୩ ଘରବାରି ଦୁଇ ୦.୩୬୪ ୦.୦୪୨ ପଟେଲ, ପି. ବାମନଜି ପଟେଲ,
ପର୍ବତ କୁମାର ପଟେଲ,
ପି. ଭଜାଭାଇ ପଟେଲ, ଜା. ଗୁଜରାତୀ,
ବା. ନିଜଗାଁ ।
୨୪ ୫୦ ଡାକ୍ତର ଆଲ ବେରିଟ ଭିନସେଡି ସଉଦା ୧୫୮ ଘରବାରି ଏକ ୯.୦୫୦ ୦.୧୫୧ ର୍ର୍ଆ, ବିଶୋଫ କ୍ୟାଥଲିକ ର୍ଚ, ବଡବିଲ, ୧୫୧ ରାସ୍ତା ୦.୨୬୩ ୦.୦୧୫ ଦାଖଲ ଖାତା କେସ ନମ୍ବର ୭୪୦/୧୯୮୭
ମସିହା ବା.
୨୫ ୬୦ ନନ୍ଦରାଣୀ କର, ସ୍ୱା. ଦେବାନନ୍ଦ କର, ୪୩/ ଘରବାରି ଏକ ୦.୦୨୦ ୦.୦୨୦ ଜା. ବ୍ରାହ୍ମଣ, ବା. ନିଜଗାଁ । ୫୩୩
୨୬ ୬୨ ନରେନ୍ଦ୍ର କୁମାର ଠକର, ପି. ଖେମଜି ଠକର, ୧୫୩/ ଘରବାରି ଦୁଇ ୦.୦୯୦ ୦.୦୪୩ ଜା. ଗୁଜୁରାଟି, ବା. ନିଜଗାଁ । ୭୦୦
୨୭ ୮୦ ଫାଦରଥୋମାସ କୋଟାରାମ, ପି. ଭରଗିସ ୧୫୭ ଘରବାରି ଏକ ୦.୭୦୦ ୦.୦୮୯ କୋଟାରାମ, ଜା. ଖ୍ରୀିୟାନ, ବା. ବଡବିଲ ।
୨୮ ୯୪ ମଦରମେରି ଫିଲିସିଆ ମେମ୍ବର ସୋସାଇଟ ୧୫୭/ ଘରବାରି ଏକ ୦.୪୨୦ ୦.୧୮୧ ଅପରେସନ ବ୍ଲେସଡ ସାକ୍ତିମେ ପ୍ୟାଲସ ୫୯୭
ଚାଙ୍ଗାନ ଚେଇ ବଡବିଲ ।
ମୋଟ : ୧୨.୮୧୬ ୧.୦୫୯୫
ରାଜ୍ୟପାଳଙ୍କ ଆଦେଶକ୍ରମେ ବିଶାଲ ସିଂ
ଜିଲ୍ଲାପାଳ, କେନ୍ଦୁଝର
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1204(cid:151)173+9
- ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୨୪୫, ତା ୧୩ ଜୁନ ୨୦୨୪ ରିଖରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ, ମୌଜା ସୁନ୍ଦରା, ୟୁନିଟ ନଂ. ୧୩ ଥାନା ବଡବିଲ, ତହସିଲ ବଡବିଲ, ଜିଲ୍ଲା କେନ୍ଦୁଝରରେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ୱେବସାଇଟ www.kendujhar.nic.inରେ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ଼ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟଦିବସ- ମାନଙ୍କରେ ଦେଖିବାକୁ ମିଳିପାରିବ । ତଫସିଲ-କ (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ) ↩