Servants of Knowledge
Odisha Gazette · Government of Odisha

Odisha Gazette, No. 2148, 16 July 2025

Published 16 July 2025

Department
Revenue & Disaster Management
Type
Extraordinary
Gazette no.
2148
Notification no.
22521
Notification Date
21-06-2025
Identifier
in.gazette.odisha_govpress.2025-07-16.Extraordinary_2148
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2148 CUTTACK, WEDNESDAY, JULY 16, 2025/ASADHA 25, 1947

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ସାମାଜିକ ପ୍ରଭାବ ନିର୍ର୍ଦ୍ାରଣ ନିମନ୍ତେ ଅଧିସୂଚନା

S.R.O. No. 518/2025 Dated 21-06-2025

ରାଜ୍ୟ ସରକାର ପ୍ରଭାବିତ ଗ୍ରାମ / ୱାର୍ଡ ସ୍ତରରେ ସମ୍ପୃକ୍ତ ଗ୍ରାମ-ପଞ୍ଚାୟତଙ୍କ ପରାମର୍ଶକ୍ରମେ ନିମ୍ନଲିଖିତ ଭୂ ମି ଅଧିଗ୍ରହଣ କରିବାକୁ ଚାହ ଁ

ୁଛନ୍ତି ଏବଂ ସେଥ ି ନିମନ୍ତେ ସର୍ବସାଧାରଣ ଉଦ୍ଦେଶ୍ୟରେ ପ୍ରଭାବିତ ଅଞ୍ଚଳରେ ସାମାଜିକ ପ୍ରଭାବ ନିର୍ର୍ଦ୍ାରଣ ( Social Impact Assessment) ସର୍ବେକ୍ଷଣ କରିବାକୁ ଚାହ ଁ

ୁଛନ୍ତି। ଭୂ ମି ଅର୍ଜନ, ପୁନର୍ବାସ ଓ ଥଇଥାନରେ ଉଚିତ ମୂଲ୍ୟ ଏବଂ ସ୍ୱଚ୍ଛତା ଅଧିକାର ଆଇନ – ୨୦୧୩ ର ଧାରା ୪ ଅନୁଯାୟୀ ଉକ୍ତ ସର୍ବେକ୍ଷଣ କରାଯିବ।

୧. ପ୍ରକଳ୍ପ ବିକାଶକାରୀଙ୍କ ର ନାମ:- ନିର୍ବାହୀ ଯନ୍ତ୍ରୀ (ପୂର୍ତ୍ତ ବିଭାଗ ), ରାଉରକେଲା ।

୨. ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ର ଉଦ୍ଦେଶ୍ୟ- ସୁନ୍ଦରଗଡ ଜିଲ୍ଲାର ବିଶ୍ରା ତହସିଲରେ ରାଉରକେଲା- ବିଶ୍ରା ରୋଡ୍ ରେ ୭.୫ ମିଟର ଚଉଡାର ରେଲୱେ ଓଭର୍ ବ୍ରିଜ୍ ନିର୍ମାଣ ନିମନ୍ତେ ।

୩. SIA study କରୁ ଥ ିବା ଅନୁଷ୍ଠାନର ଯୋଗାଯୋଗ ସୂଚନା; Visiontek Consultancy Services Pvt. Ltd. (VCS), Bhubaneswar.

୪. SIA ସର୍ବେକ୍ଷଣ ଅନୁଷ୍ଠାନ: Nabakrushna Choudhury Centre for Development Studies, Bhubaneswar, Phone No. 0674- 2300471/ 23010942 ୫.ପ୍ରକଳ୍ପ ପାଇ ଁ ସୁନ୍ଦରଗଡ ଜିଲ୍ଲାରେ ପ୍ରସ୍ତାବିତ ଭୂ -ଅଧ ିଗ୍ରହଣର ବିବରଣୀ/ ତଫସିଲ

କ୍ରମିକନଂ ତହସିଲ ଗ୍ରାମ ପଞ୍ଚାୟତ ଗ୍ରାମ ବେସରକାରୀଜମି (ଏକରରେ ) ମନ୍ତବ୍ୟ
୧ ବ ିଶ୍ରା କପାଟମୁଣ୍ଡା କପାଟମୁଣ୍ଡା ୦.୮୨
୨ ବାରହାବାଂସ ୦.୬୧
ମୋଟ ଏ. ୧.୪୩

ଭୁ ମି ଅନୁସୂଚିର ନକଲ ଏଥ ି ସହିତ ସଲଗ୍ନ କରା ଯାଇଛି।

୬. ପ୍ରସ୍ତାବିତ ପ୍ରକଲ୍ପ ର ସଂକ୍ଷିପ୍ତ ବିବରଣୀ :- ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ତହସିଲର ଉପରୋକ୍ତର ୦୨ ଟି ଗ୍ରାମରେ ନିର୍ବାହୀ ଯନ୍ତ୍ରୀ (ପୂର୍ତ୍ତ ବିଭାଗ), ରାଉରକେଲାଙ୍କ ଦ୍ୱାରା ବିଶ୍ରା ତହସିଲରେ ରାଉରକେଲା-ବିଶ୍ରା ରୋଡ୍ ରେ ୭.୫ ମିଟର ଚଉଡାର ରେଲୱେ ଓଭର୍ ବ୍ରିଜ୍ ନିର୍ମାଣ ନିମନ୍ତେ ଘରୋଇ ଜମି ଅଧିଗ୍ରହଣ କରାଯିବ ।

୭. SIA ସର୍ବେକ୍ଷଣ ରେ ଅନ୍ତର୍ଭ

ୁ କ୍ତ ପ୍ରକଳ୍ପ ଅଞ୍ଚଳ ଏବଂ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳ :-

ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ତହସିଲର ଉପରୋକ୍ତର ୦୨ ଟି ଗ୍ରାମର ୧.୪୩ ଏକର ଘରୋଇଜମି, ନିର୍ବାହୀ ଯନ୍ତ୍ରୀ (ପୂର୍ତ୍ତ ବିଭାଗ ), ରାଉରକେଲାଙ୍କ ଦ୍ୱାରା ବିଶ୍ରା ତହସିଲରେ ରାଉରକେଲା- ବିଶ୍ରା ରୋଡ୍ ରେ ୭.୫ ମିଟର ଚଉଡାର ରେଲୱେ ଓଭର୍ ବ୍ରିଜ୍ ନିର୍ମାଣ ପ୍ରକଳ୍ପରେ ଅନ୍ତର୍ଭ

ୁ କ୍ତ । ପ୍ରକଲ୍ପ ପ୍ରଭାବିତ ଜମିର ବିସ୍ତୃ ତ ତାଲିକା/ ତଫସିଲ SIA ସର୍ବେକ୍ଷଣ ଅନ୍ତେ ମିଳିପାରିବ।

୮. SIA ସର୍ବେକ୍ଷଣ ର ପ୍ରାଥମିକ ଉଦ୍ଦେଶ୍ୟ ଏବଂ ମୁଖ୍ୟ କାର୍ଯ୍ୟାବଳୀ :-

ସର୍ବସାଧାରଣ ଉଦ୍ଦେଶ୍ୟ ନିର୍ର୍ଦ୍ାରଣ

ପ୍ରଭାବିତ ଅଞ୍ଚଳରେ ଥ ିବା ସମସ୍ତ ଗ୍ରାମପଞ୍ଚାୟତ / ଗ୍ରାମ / ୱାର୍ଡର ପରାମର୍ଶକ୍ରମେ SIA ସର୍ବେକ୍ଷଣ କରାଯିବ । SIA ସର୍ବେକ୍ଷଣ କ୍ଷେତ୍ର ପରିଦର୍ଶନ, ପ୍ରଭାବିତ ବ୍ୟକ୍ତିଙ୍କ ସାମୂହିକ ଆଲୋଚନା ଏବଂ ପ୍ରଭାବିତ ବ୍ୟକ୍ତିଙ୍କ ମତାମତ ଚୁ ଡାନ୍ତ ରିପୋର୍ଟ ରେ ସ୍ଥାନିତ ହେବ।

ଭୂ ମି ଅଧ ିଗୃହିତ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଶତକଡା ୨୫ ଭାଗ ପ୍ରଭାବିତ ସମସ୍ତ ଗ୍ରାମ ସଭା ମାନଙ୍କ ରେ ଜନ ଶୁଣାଣି କରାଯିବ।

୯. ଗ୍ରାମସଭା / ଭୂ ମିମାଲିକଙ୍କ ସହମତି ଆବଶ୍ୟକ କି?

ହ ଁ ସହମତି ଆବଶ୍ୟକ।

3

୧୦. SIA ସର୍ବେକ୍ଷଣ ଆରମ୍ଭ ଏବଂ ସମାପନ ରିପୋର୍ଟ ପ୍ରଦାନ ଏବଂ ତାହାର ପ୍ରକାଶନ ସରକାରୀ ବିଜ୍ଞପ୍ତି ପ୍ରକାଶିତ ଦିବସ ଠାରୁ ୬ ମାସ ମଧ୍ୟରେ SIA ସର୍ବେକ୍ଷଣ ସମାପନ କରାଯିବ।

SIA ସର୍ବେକ୍ଷଣ ରିପୋର୍ଟ ସମ୍ପୃକ୍ତ ପ୍ରଭାବିତ ପଞ୍ଚାୟତ/ ଗ୍ରାମ/ ୱାର୍ଡ ସ୍ତରରେ ସ୍ଥାନୀୟ ଭାଷାରେ ପ୍ରକାଶନ କରାହେବ। ତତ୍ ସହିତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବ୍ଲକ ମହକୁମାରେ ପ୍ରକାଶନ କରାଯିବ ଏବଂ ସର୍ବସାଧାରଣଙ୍କ ଗୋଚରାର୍ଥେ ସରକାରଙ୍କ ୱେବସାଇଟରେ ସୂଚିତ ହେବ।

ଖତିୟାନ କପି

ପ୍ରକଳ୍ପର ନାମ: ରାଉରକେଲା-ବିଶ୍ରା ରୋଡ (କୁକୁଡା ଗେଟ) ଠାରେ ରେଲୱେ ଓଭର ବ୍ରିଜ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ଆବଶ୍ୟକକାରୀ ସଂସ୍ଥା: ଅଧୀକ୍ଷକ ଯନ୍ତ୍ରି (ପୂର୍ତ୍ତ ବିଭାଗ), ରାଉରକେଲା ଡିଭିଜନ

ମୌଜା: ବାରହାବାଂସ ତହସିଲ: ବିଶ୍ରା ଥାନା: ବିଶ୍ରା ଜିଲ୍ଲା:ସୁନ୍ଦରଗଡ

କ୍ର. ନଂ ଖାତା ନଂ ପ୍ଲଟ ନଂ କ ିସମ ମୋଟ ରକବା (ଏକରରେ) ଅର୍ଜନ ରକବା (ଏକରରେ) ରୟତଙ୍କ ନାମ, ପିତାଙ୍କ ନାମ, ଜାତି ଓ ବାସସ୍ଥାନ
୧ ୩ ୨୫/୩୮୦ ମାଳ ସାଧାରଣ ୦.୧୧ ୦.୦୧ କ ୁଞ୍ଜଲ ମୁଣ୍ଡାରି, ଜୟ ମୁଣ୍ଡାରି, ସହନ ମୁଣ୍ଡାରି, ପି: ଶିବନାଥ ମୁଣ୍ଡାରି, ବଳିରାମ ମୁଣ୍ଡାରି, ମାଧ ମୁଣ୍ଡାରି, ପି: ରାଜନାଥ ମୁଣ୍ଡାରି, ଜା: ମୁଣ୍ଡାରି
୨ ୧୪ ୩୫ ବେର୍ଣ୍ଣା ସାଧାରଣ ୦.୩୬ ୦.୨୦ ଜ ୁତୁ ରୁ ଓରାମ, ରାଫେଲ ଓରାମ, ଜୁନଶ ଓରାମ, ପି: ସୁମେଇ ଓରାମ, ଜା: ଓରାମ ବା: ନିଜଗ ଁା
୩ ୧୬ ୨୮ ମାଳ ସାଧାରଣ ୦.୩୭ ୦.୧୨ ଯୋହି ମାହାନ୍ତ, ସ୍ୱା:ବୁଧୁ ମାହାନ୍ତ, ଜା: କୁର୍ମୀ, ବା:ନିଜଗ ଁା
୪ ୧୯ ୨୬ ମାଳ ସାଧାରଣ ୦.୪୫ ୦.୦୪ ରୌପଦୀ ମାହାତ, ପ ି:ଚୈନା ମାହାତ, ପାନ ମାହାତ, ସ୍ୱା: ଚୈନା ମାହାତ, ଜା: ମାହାତ, ବା:ଲଇକେଡା ମନୋହରପୁର, ଜି: ସ ିଂହଭୁ ମ ବିହାର, ବେନି ମାହାତ, ବିରିଜା ମାହାତ, ପ ି:ଚୈନା ମାହାତ, କାତେସ୍ୱରି ମାହାତ, ସ୍ୱା:ଚୈନା ମାହାତ, ଜା: ମାହାତ, ବା: ନିଜଗ ଁା
୫ ୩୩ ୩୩ ମାଳ ସାଧାରଣ ୦.୨୩ ୦.୨୩ ଲଛମନ ତୁ ରି, ପି: ସନାତନ ତୁ ରି, ଶୁକଦେବ ତ ୁ ରି, ଅମିନ ତୁ ରି, ପି: ବାହାଦୁର ତୁ ରି, ଦେବ ତ ୁ ରି, ପି: ଅମିନ ତୁ ରି, ଜା: ତ ୁ ରି, ବା: କପାଟମୁଣ୍ଡା
୬ ୩୮ ୨୯ ମାଳ ସାଧାରଣ ୦.୫୨ ୦.୦୧ ସାଧୁ ମାହାତ, ପି:ଟୁ ରୁ ଆ ମାହାତ, ଜା: କୁର୍ମୀ, ବା: ନ ିଜଗ ଁା
ମୋଟ ୦.୬୧

ଖତିୟାନ କପି

ପ୍ରକଳ୍ପର ନାମ: ରାଉରକେଲା-ବିଶ୍ରା ରୋଡ (କୁକୁଡା ଗେଟ) ଠାରେ ରେଲୱେ ଓଭର ବ୍ରିଜ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ଆବଶ୍ୟକକାରୀ ସଂସ୍ଥା: ଅଧୀକ୍ଷକ ଯନ୍ତ୍ରି (ପୂର୍ତ୍ତ ବିଭାଗ), ରାଉରକେଲା ଡିଭିଜନ

ମୌଜା: କପାଟମୁଣ୍ଡା ତହସିଲ: ବିଶ୍ରା ଥାନା: ବିଶ୍ରା ଜିଲ୍ଲା:ସୁନ୍ଦରଗଡ

କ୍ର. ନଂ ଖାତା ନଂ ପ୍ଲଟ ନଂ କ ିସମ ମୋଟ ରକବା (ଏକରରେ) ଅର୍ଜନ ରକବା (ଏକରରେ) ରୟତଙ୍କ ନାମ, ପିତାଙ୍କ ନାମ, ଜାତି ଓ ବାସସ୍ଥାନ
୧ ୩୦ ୧୫୯ ମାଳ ସାଧାରଣ ୦.୩୦ ୦.୦୩ ଝମନ ମାହତୋ, ପି: ଝରି ମାହାତୋ, ସୁଫଲ ମାହାତୋ, ପି: କାତ୍ତିକ ମାହାତୋ, ବୁଧୁ ମାହାତୋ, ମାଧୁ ମାହାତୋ, ପି: ଗଣେଶ ମାହାତୋ, ଖେଦୁ ମାହାତୋ, ସରଥୁ ମାହାତୋ, ପି: ପଞ୍ଚୁ ମାହାତୋ, ଜା: କୁଡୁ ମ ବା: ନିଜଗ ଁା
୨ ୮୨ ୧୫୮ ବେର୍ଣ୍ଣା ସାଧାରଣ ୧.୮୦ ୦.୨୩ ଲାଲ ତନ୍ତି, ଚରକୁ ତନ୍ତି, ପି: ଗୁରୁ ଚରଣ ତନ୍ତି, ଜା: ତନ୍ତି ବା:ନିଜଗ ଁା
୩ ୮୭ ୧୧୩ ବେର୍ଣ୍ଣା ସାଧାରଣ ୪.୩୨ ୦.୫୬ ଚଇତନ ମାହାଲି, ମହେଶ୍ୱର ମହାଲି, ପ ି: ସହରାଇ ତୁ ରି, ବୁଧରାମ ତୁ ରୀ, ପି: ଗୁରୁ ଆ ତୁ ରୀ, ସମବାରୀ ତୁ ରୀ, ସୁଖମାନି ତୁ ରୀ,ପି: ମାଳ ତୁ ରୀ, ଆର୍ଜନ ତ ୁ ରୀ, ପି: ରିଡା ତୁ ରୀ, ସୁଜନ ମାହାଲି, ରୋସ୍ନି ମାହାଲି, ପି: ମଙ୍ଗଲ ମାହାଲି, ମାଲା ମାହାଲି, ସ୍ୱା: ମଙ୍ଗଲ ମାହାଲି, ସନାତନ ମହାଲି,ପନସୋରି ମାହାଲି, ମାଇକୁଡି ମହାଲି, ପି:ତୁ ଲସି ତୁ ରୀ, ରାଜେଶ ମହାଲି, ଲକ୍ଷ୍ମୀ ମାହାଲି, ପି: କିଶୋର ମାହାଲି, ପରମିଲା ମାହାଲି, ସ୍ୱା: ବର୍ଷା ମାହାଲି, ଅଞ୍ଜଳି ମାହାଲି, ଲଲିତ କିଶୋର ମାହାଲି, ପି: ବର୍ଷା ମାହାଲି, ରାମ ଚନ୍ଦ୍ର ମାହାଲି, ସରସ୍ୱତୀ ମାହାଲି, ପି: ଆମିନ ମାହାଲି, ଜା: ତୁ ରୀ ବା: ନିଜଗ ଁା
ମୋଟ ୦.୮୨

[No. 22521(cid:650)RDM-LAC-SUN-0001/2023-R&DM]

(cid:272)(cid:282)(cid:253)(cid:571)(cid:266)(cid:282)(cid:274)(cid:331)(cid:3)(cid:235)(cid:288)(cid:263)(cid:276)(cid:282)(cid:265)(cid:285) (cid:278)(cid:282)(cid:288)(cid:272)

(cid:263)(cid:283)(cid:248)(cid:381) (cid:272)(cid:282)(cid:238)(cid:261)(cid:272)(cid:282)(cid:297)

(cid:234)(cid:261)(cid:283)(cid:272)(cid:283)(cid:317)(cid:3)(cid:276)(cid:282)(cid:278)(cid:265)(cid:3)(cid:278)(cid:251)(cid:283)(cid:268)

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1358—173+0

Cite this issue. Odisha Gazette, Government of Odisha, 16 July 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-07-16.Extraordinary_2148/. Archive identifier in.gazette.odisha_govpress.2025-07-16.Extraordinary_2148.