The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 2374 CUTTACK, THURSDAY, JULY 31, 2025/SRAVANA 9, 1947
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଘ ାଷଣା
(cid:278)(cid:232)(cid:247)(cid:571)(cid:282) 23660(cid:650)RDM-LAC-KNJ-0006/2023-R&DM, (cid:261)(cid:282)- 01-07-2025 ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୯ ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳ, କେନ୍ଦୁଝର ଙ୍କ ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ଗ୍ରାମ- ମୁଟୁ ଦା, ଥାନା-ଘର୍ଯାଡା, ତହସିଲ-ବଡବିଲ, ଜିଲ୍ଲା-ଘକନ୍ଦୁଝର ରେ ନିମ୍ନ ସୂଚୀତ 'କ' ତଫସିଲ ଜମି ଏହି ଆଇନର ଧାରା ୨(୧) ପ୍ରକାରେ ଓଡିଶା ସରକାରଙ୍କୁ ପ୍ରତୀତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା କେନ୍ଦୁଝର ଜିଲ୍ଲାରେ କାନପୁର ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ ନିର୍ବାହୀ ଯନ୍ତ୍ରୀ, କାନପୁର ଜଳସେଚନ ଡିଭିଜନ ନ॰-୨, ରିମୂଳି, କେନ୍ଦୁଝରଙ୍କ ଦ୍ୱାରା ଭୂ ମି ଅଧିଗ୍ରହଣ ଆବଶ୍ୟକ ହେଉଅଛି I
ଏହି ଭୂ ମି ଅଧ ିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୧(୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ସଂଖ୍ୟା . ୪୨୯୫୯ ତା ୦୬ .୧ ୨.୨୦୨୩ ରିଖ ରେ ପ୍ରକାଶିତ ହୋଇଅଛି I
ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ଗ୍ରାମ- ମୁଟୁ ଦା, ଥାନା-ଘର୍ଯାଡା, ତହସିଲ- ବଡବିଲ, ଜିଲ୍ଲା-ଘକନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥ ିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂ ପରେଖର ସାରମର୍ମ ସଂଲଗ୍ନ କରାଯାଇନାହି ଁ I
ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲବ୍ଧ ଅଟେ I ଏହା ମଧ୍ୟ ଜିଲ୍ଲା ବେେସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ବେେସାଇଟ revenue.odisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇ ଁ ଅପଲୋଡ କରାଗଲା I ପୁନର୍ବାସ ଓ ଥଇଥାନ ଯୋଜନାର ଭୂ ମି ନକ୍ସା ଭୂ -ଅର୍ଜନ ଅଧ ିକାରୀ, କାନପୁର ଜଳସେଚନ ପ୍ରକଳ୍ପ ରିମୂଳି, କେନ୍ଦୁଝରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସମାନଙ୍କରେ ଦେଖିବାକୁ ମିଳିପାରିବ I2
ତଫସିଲ- କ
(ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ଅନୁସୂଚୀ)
ଜିଲ୍ଲା: କେନ୍ଦୁଝର ତହସିଲ: - ବଡବିଲ
| ଗ୍ରାମର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖ୍ାତା ନଂ | ପ୍ଲଟ ନଂ | କ ିସମ | ପ୍ଲଟ ର ଘମାଟ ରକବା | ଅଧିଗ୍ରହଣ ଘହବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ମୁଟୁ ଦା | ଗ୍ରାମାଞ୍ଚଳ | ଏଥି ସହ ସଂଲଗ୍ନ କରାଗଲା | ଏଥି ସହ ସଂଲଗ୍ନ କରାଗଲା | ଏଥି ସହ ସଂଲଗ୍ନ କରାଗଲା | ଏଥି ସହ ସଂଲଗ୍ନ କରାଗଲା | ଏ. ୦.୧୭ | ଏଥି ସହ ସଂଲଗ୍ନ କରାଗଲା |
ତଫସିଲ- ଖ୍
(ପୁନର୍ବାସ ନିମିତ୍ତ ଚିହ୍ନଟ ଭୂ ମି ଅନୁସୂଚୀ)
ଜିଲ୍ଲା:- କେନ୍ଦୁଝର ତହସିଲ: - ବଡବିଲ
| ଗ୍ରାମର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖ୍ାତା ନଂ | ପ୍ଲଟ ନଂ କିସମ ପ୍ଲଟ ର | ଘମାଟ ରକବା | ପୁନବ୍ାସ ନିମିତ୍ତ ଚିହ୍ନଟ ଜମିର ରକବା | ରୟତଙ୍କ ନାମ | |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ୍ରର୍ଯୁଜୟ ନୁଘହ େଁ |
• ଅଧିସୂଚନାର ଘବୈଧ୍ୟ ତାରିଖ୍ :- ୦୨ /୦୧ /୨୦୨୬ ।
3ଭୂମି ଅନୁସୂଚୀ
ମୌଜା – ମୁଟୁଦା, (ଗ୍ରାମାଞ୍ଚଳ), ଥାନା-ଯୋଡା, ତହସିଲ – ବଡବିଲ, ଜିଲ୍ଲା- କେନ୍ଦୁଝରର କାନପୁର ଜଳସେଚନ ପ୍ରକଳ୍ପର ସୁନା ନଦୀ ଉପରେ ସେତୁ ନିର୍ମାଣ ନିମନ୍ତେ
| ଖାତା ନଂ | ସତ୍ୱ | ପଟ ନଂ | କିସମ | ପଟର ମୋଟ ରକବା (ଏକରରେ) | ଅଧିସୂଚିତ ଜମିର ରକବା (ଏକରରେ) | ରୟତର ନାମ |
| ୧୬ | ରୟତି | ୪୩୫ | ତଇଳା ଦୁଇ | ୦.୩୨ | ୦.୧୪ | ଯଟିଆ ସେଠୀ ପି- ଭାବ ସେଠୀ, କାର୍ତିକ ସେଠୀ, ରୟା ସେଠୀ, ପି- ଦୁଃଖୁ ସେଠୀ, ଜା- ଧୋବା, ବା- ନିଜଗାଁ |
| ୧୬ | ରୟତି | ୪୧୬/ ୭୦୫ | ତଇଳା ଏକ | ୦.୬୬ | ୦.୦୩ | ଯଟିଆ ସେଠୀ ପି- ଭାବ ସେଠୀ, କାର୍ତିକ ସେଠୀ, ରୟା ସେଠୀ, ପି- ଦୁଃଖୁ ସେଠୀ, ଜା- ଧୋବା, ବା- ନିଜଗାଁ |
| ମୋଟ ରୟତି ଜମି | ୦.୧୭ |
ରାଜ୍ୟପାଳଙ୍କ ଆଦଦ୍ଧକ୍ରଦ୍ମ
ଦ୍ଧିଗନ୍ତ ରାଉତରାୟ
ଅତିରିକ୍ତଶାସନ ସଚି୍ୱ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1584—173+30