Servants of Knowledge
Odisha Gazette · Government of Odisha

Odisha Gazette, No. 2375, 31 July 2025

Published 31 July 2025

Department
Revenue & Disaster Management
Type
Extraordinary
Gazette no.
2375
Notification no.
24494
Notification Date
05-07-2025
Identifier
in.gazette.odisha_govpress.2025-07-31.Extraordinary_2375
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2375 CUTTACK, THURSDAY, JULY 31, 2025/SRAVANA 9, 1947

ରାଜସ୍ୱ ଓ ବିପଯ୍ୟୟ ପରିଚାଳନା ବିଭାଗ

ଘୋଷଣା

(cid:278)(cid:232)(cid:247)(cid:571)(cid:282) 24494(cid:650)RDM-LAC-KNJ-0006/2024-R&DM, (cid:261)(cid:282)- 05-07-2025 ସବବସାଧାରଣଙ୍କ ଅବଗତି ନିମ,େେ ନୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜବନ, ପୁନବବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୯ ର ଅଧ ିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳ, କେନ୍ଦୁଝର ଙ୍କ ପ୍ରଦତ୍ତ ରିପୋଟବକୁ ବିବେଚନା କରି ମୌଜା- ପଦ୍ମପୁର(ଅତିରିକ୍ତ), ଥାନା- ଆନନ୍ଦପୁର, ତହସିଲ- ଆନନ୍ଦପୁର, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ 'କʼ ତଫସିଲ ଜମି ଏହି ଆଇନର ଧାରା ୨(୧) ପ୍ରକାରେ ଓଡିଶା ସରକାରଙ୍କୁ ପ୍ରତୀତ ହେଉଅଛି କି ଏକ ସାବବଜନୀନ ଉଶେେୟରେ ଯଥା କେନ୍ଦୁଝର ଜିଲ୍ଲାରେ ଆନନ୍ଦପୁର ବୟାରେଜ ପ୍ରକଳ୍ପର ବେୈତରଣୀ ବାମ ପାର୍ଶ୍ବ ମୂଖୟ କେନାଲ ନିମବାଣ ନିମ େେ ନିବବାହୀ ଯନ୍ତ୍ରୀ, ଆନନ୍ଦପୁର ବୟାରେଜ ଡିଭିଜନ, ଶାଳପଡା, କେନ୍ଦୁଝରଙ୍କ ଦ୍ଵାରା ଭୂ ମି ଅଧ ିଗ୍ରହଣ ଆବଶୟକ ହେଉଅଛି I

ଏହି ଭୂ ମି ଅଧ ିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ - ଅଜବନ, ପୁନବବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୧(୧) ଅନୁଯାୟୀ ବିଜ୍ଞପ୍ତି ସଂଖୟା.

୨୪୪୪୮ ତା ୨୪.୦୭.୨୦୨୪ ରିଖ ରେ ପ୍ରକାଶିତ ହୋଇଅଛି I

ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ମୌଜା- ପଦ୍ମପୁର(ଅତିରିକ୍ତ), ଥାନା- ଆନନ୍ଦପୁର, ତହସିଲ- ଆନନ୍ଦପୁର, ଜିଲ୍ଲା-କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥ ିବାରୁ ପୁନବବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନବବାସ ଓ ଥଇଥାନ ଯୋଜନା ରୂ ପରେଖର ସାରମମବ ସଂଲଗ୍ନ କରାଯାଇନାହି ଁ I2 ଅନୁମୋଦିତ ପୁନବବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନବବାସ ଓ ଥଇଥାନ ପ୍ରଶାସନ କାଯବୟାଳୟରେ ଉପଲବ୍ଧ ଅଟେ I ଏହା ମଧ୍ୟ ଜିଲ୍ଲା ୱେବସାଇଟ www.kendujhar.nic.in ରେ ଏବଂ ରାଜୟ ସରକାରଙ୍କ ୱେବସାଇଟ revenue.odisha.gov.in ରେ ସବବସାଧାରଣଙ୍କ ଅବଲୋକନ ପାଇ ଁ ଅପଲୋଡ କରାଗଲା I ପୁନବବାସ ଓ ଥଇଥାନ ଯୋଜନାର ଭୂ ମି ନକ୍ସା ସ୍ୱତନ୍ତ୍ର ଭୂ -ଅଜବନ ଅଧ ିକାରୀ, ଆନନ୍ଦପୁର ବୟାରେଜ ପ୍ରକଳ୍ପ, କେନ୍ଦୁଝରଙ୍କ କାଯବୟାଳୟରେ କାଯବୟ ଦିବସ ମାନଙ୍କରେ ଦେଖ ିବାକୁ ମିଳିପାରିବ I

ତଫସିଲ- କ

(ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ଅନୁସୂଚୀ)

ଜିଲ୍ଲା: କେନ୍ଦୁଝର ତହସିଲ: - ଆନନ୍ଦପୁର

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତା ନଂ ପ୍ଲଟ୍ ନଂ କିସମ ପ୍ଲଟ୍ ର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମି ର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପଦ୍ମପୁର (ଅତିରିକ୍ତ) ଗ୍ରାମାଞ୍ଚଳ ଏଥି ସହ ସଂଲଗ୍ନ କରାଗଲା ଏଥି ସହ ସଂଲଗ୍ନ କରାଗଲା ଏଥି ସହ ସଂଲଗ୍ନ କରାଗଲା ଏଥି ସହ ସଂଲଗ୍ନ କରାଗଲା ଏ ୧.୪୯ ଏଥି ସହ ସଂଲଗ୍ନ କରାଗଲା

ତଫସିଲ- ଖ

(ପୁନବବାସ ନିମିତ୍ତ ଚିହ୍ନଟ ଭୂ ମି ଅନୁସୂଚୀ)

ଜିଲ୍ଲା:- କେନ୍ଦୁଝର ତହସିଲ: - ଆନନ୍ଦପୁର

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତା ନଂ ପ୍ଲଟ୍ ନଂ କିସମ ପ୍ଲଟ୍ ର ମୋଟ ରକବା ପୁନବ୍ସା ନିମିତ୍ତ ଚିହ୍ନଟ ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ୍ରଯୁଜୟ ନୁହେ ଁ

• ଅଧିସୂଚନାର ବେୈଧ୍ୟ ତାରିଖ :- ୦୫ /୦୨ /୨୦୨୬ ।

3

LAND SCHEDULE

Addl. Land Acquisition for Construction of Anandapur Barrage Project (Baitarani Left Bank Canal) of Vill-Padmapur (AddI), Tahasil - Anandapur, P.S. - Anandapur, Dist - Keonjhar.

L.A. Case No.LACN/1/ /2023

କ୍ର : ନଂ ଖାତା ନଂ ଜମି ମାଲିକଙ୍କ ନାମ, ଜାତି, ବାସସ୍ଥାନ ପ୍ଲଟ୍ ନଂ କିସମ ମୋଟ ରକବା (ଏକର ରେ ) ଅଧିଗ୍ରହଣ ରକବା (ଏକରରେ )
1 2 3 4 5 6 7
୧ ୨୬୫ ନଟବର ସାହୁ, ଜଟାଧାରୀ ସାହୁ, ନରହରି ସାହୁ, ରାମଚନ୍ଦ୍ର ସାହୁ, ପି- ରଙ୍କ ସାହୁ, ଜାତି- ତେଲି, ବା- ନିଜଗ ଁା । ୬୩୦ ଶାରଦ- ୧ ୧.୧୪ ୧.୦୦
୨ ୬୨୧ / ୭୬୫ କାଳିନ୍ଦୀ ଚରଣ ସାହୁ, ପି - ଦଧି ସାହୁ, ଜାତି- ତେଲି, ବା- ପଦ୍ମପୁର । ୮୧୦/ ୫୧୧୫ ବାଜେଫସଲ- ୧ ୦.୭୦ ୦.୦୪
୩ ୬୨୧/ ୭୭୦ ଶଙ୍କଷବଣ ସାହୁ, ପ ି-ଦଧି ସାହୁ, ଜାତି- ତେଲି, ବା- ପଦ୍ମପୁର । ୮୧୦/ ୪୭୨୫ ବାଜେଫସଲ- ୧ ୦.୭୦ ୦.୪୫
ମୋଟ ଅଧିଗ୍ରହଣ ରକବା ଏ ୧.୪୯

ରାଜୟପାଳଙ୍କ ଆଦେଶକ୍ରମେ (ଦିଗ େରାଉତରାୟ)

ଅତିରିକ୍ତ ଶାସନ ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1585—173+30

Cite this issue. Odisha Gazette, Government of Odisha, 31 July 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-07-31.Extraordinary_2375/. Archive identifier in.gazette.odisha_govpress.2025-07-31.Extraordinary_2375.