Servants of Knowledge
Odisha Gazette · Government of Odisha

Odisha Gazette, No. 2376, 31 July 2025

Published 31 July 2025

Department
Revenue & Disaster Management
Type
Extraordinary
Gazette no.
2376
Notification no.
24501
Notification Date
05-07-2025
Identifier
in.gazette.odisha_govpress.2025-07-31.Extraordinary_2376
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2376 CUTTACK, THURSDAY, JULY 31, 2025/SRAVANA 9, 1947

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘ ାଷଣା

(cid:278)(cid:232)(cid:247)(cid:571)(cid:282) 24501(cid:650)RDM-LAC-KNJ-0007/2024-R&DM, (cid:261)(cid:282)- 05-07-2025

ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୯ ର ଅଧ ିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳ, କେନ୍ଦୁଝର ଙ୍କ ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ମୌଜା- ୁସୁରାପଦା ( ଅତିରିକ୍ତ), ଥାନା- ନନ୍ଦୀପଦl, ତହସିଲ- ହାଟଡିହି, ଜିଲ୍ଲା-ଘକନ୍ଦୁଝର ରେ ନିମ୍ନ ସୂଚୀତ 'କ' ତଫସିଲ ଜମି ଏହି ଆଇନର ଧାରା ୨(୧) ପ୍ରକାରେ ଓଡିଶା ସରକାରଙ୍କୁ ପ୍ରତୀତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା କେନ୍ଦୁଝର ଜିଲ୍ଲାରେ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ୱ ମୂଖ୍ୟ କେନାଲ ନିର୍ମାଣ ନିମନ୍ତେ ନିର୍ବାହୀ ଯନ୍ତ୍ରୀ, ଆନନ୍ଦପୁର ବ୍ୟାରେଜ ଡିଭିଜନ, ଶାଳପଡା, କେନ୍ଦୁଝରଙ୍କ ଦ୍ୱାରା ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଅଛି I

ଏହି ଭୂ ମି ଅଧ ିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୧(୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା.

୨୩୫୧୫ ତା ୧୯.୦୭.୨୦୨୪ ରିଖ ରେ ପ୍ରକାଶିତ ହୋଇଅଛି I

ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ମୌଜା- ୁସୁରାପଦା ( ଅତିରିକ୍ତ), ଥାନା- ନନ୍ଦୀପଦl, ତହସିଲ- ହାଟଡିହି, ଜିଲ୍ଲା-ଘକନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂ ପରେଖର ସାରମର୍ମ ସଂଲଗ୍ନ କରାଯାଇନାହି ଁ I

ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲବ୍ଧ ଅଟେ I ଏହା ମଧ୍ୟ ଜିଲ୍ଲା ବେେସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ବେେସାଇଟ revenue.odisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇ ଁ ଅପଲୋଡ କରାଗଲା I ପୁନର୍ବାସ ଓ ଥଇଥାନ ଯୋଜନାର ଭୂ ମି ନକ୍ସା ସ୍ୱତନ୍ତ୍ର ଭୂ -ଅର୍ଜନ ଅଧ ିକାରୀ, ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ, କେନ୍ଦୁଝରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସମାନଙ୍କରେ ଦେଖ ିବାକୁ ମିଳିପାରିବ I2

ତଫସିଲ- କ

(ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା: କେନ୍ଦୁଝର ତହସିଲ: - ହାଟଡିହି

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖ୍ାତା ନଂ ପ୍ଲଟ ନଂ କିସମ ପ୍ଲଟ ର ଘମାଟ ରକବା ଅଧିଗ୍ରହଣ ଘହବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ୁସୁରାପଦା ( ଅତିରିକ୍ତ) ଗ୍ରାମାଞ୍ଚଳ ଏଥି ସହ ସଂଲଗ୍ନ କରାଗଲା ଏଥି ସହ ସଂଲଗ୍ନ କରାଗଲା ଏଥି ସହ ସଂଲଗ୍ନ କରାଗଲା ଏଥି ସହ ସଂଲଗ୍ନ କରାଗଲା ଏ ୧.୪୫ ଏଥି ସହ ସଂଲଗ୍ନ କରାଗଲା

ତଫସିଲ- ଖ୍

(ପୁନର୍ବାସ ନିମିତ୍ତ ଚିହ୍ନଟ ଭୂ ମି ଅନୁସୂଚୀ)

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖ୍ାତା ନଂ ପ୍ଲଟ ନଂ କିସମ ପ୍ଲଟ ର ଘମାଟ ରକବା ପୁନବ୍ାସ ନିମିତ୍ତ ଚ ିହ୍ନଟ ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ୍ରର୍ଯୁଜୟ ନୁଘହ େଁ

• ଅଧିସୂଚନାର ଘବୈଧ୍ୟ ତାରିଖ୍ :- ୦୧ /୧୨ /୨୦୨୫ ।

LAND SCHEDULE

Addl. Land Acquisition for Construction of Anandapur Barrage Project (Baitarani Left Bank Canal) of Village - Ghusurapada (AddI), Tahasil - Hatadihi, P.S. - Nandipada, Dist. –

Keonjhar, L.A. Case No. LACN/1/12/2024.

କ୍ର : ନଂ ାତା ନଂ ଜମି ମାଲିକଙ୍କ ନାମ, ଜାତି, ୍ୱାସସ୍ଥାନ ପ୍ ଲଟ୍ ନଂ କିସମ ମମାଟ ରକ୍ୱା (ଏକର ମର ) ଅଧିଗ୍ରହଣ ରକ୍ୱା (ଏକରମର )
1 2 3 4 5 6 7
୧ 23 ଚମଦ୍ଧଇ ନାୟକ, ପ୍ି- ଗଙ୍ଗଧର ନାୟକ, ଜାତି- ଣ୍ଡାୟତ, ୍ୱା – ନିଜଗଶା । 400 ାରଦ- ୧ 1.33 0.02
୨ 99/19 ଶ୍ରୀ କରୁ ଣାକର ୍ୱାରିକ, ପ୍ି- ନ୍ୱ ୍ୱାରିକ, ଜା- ମଗାପ୍ାଳ, ୍ୱା- ନିଜଗଶା । 216/520 ାରଦ- ୧ 0.15 0.03
୩ 99/92 ଅପ୍ତି ଚରଣ ୍ୱାରିକ, ପ୍ି – ଆନନ୍ଦ ୍ୱାରିକ, ଜା- ମଗାପ୍ାଳ, ୍ୱା- ନିଜଗଶା । 216/637 ାରଦ- ୧ 0.85 0.03
୪ 99/141 ପ୍ରତାପ୍ କୁମାର ମ୍ୱଉରିଆ, ପ୍ ି - ଉମାକାନ୍ତ ମ୍ୱଉରିଆ, ଜାତି – ଣ୍ଡାୟତ, ୍ୱା- ମର୍ନୋପ୍ୁର । 339/444 ାରଦ- ୧ 0.40 0.40
290 ାରଦ- ୨ 0.22 0.22
339/646 ାରଦ- ୧ 0.51 0.51
339/680 ାରଦ- ୧ 0.07 0.07
344/679 ାରଦ- ୧ 0.10 0.10
345/515 ାରଦ- ୧ 0.07 0.07
ମମାଟ ଅଧିଗ୍ରହଣ ରକ୍ୱା ଏ 1.45
3

(cid:272)(cid:282)(cid:253)(cid:571)(cid:266)(cid:282)(cid:274)(cid:331)(cid:3)(cid:235)(cid:288)(cid:263)(cid:276)(cid:496)(cid:288)(cid:270)

(cid:263)(cid:283)(cid:248)(cid:381)(cid:3)(cid:272)(cid:282)(cid:238)(cid:261)(cid:272)(cid:282)(cid:297)

(cid:234)(cid:261)(cid:283)(cid:272)(cid:283)(cid:317)(cid:3)(cid:276)(cid:282)(cid:278)(cid:265)(cid:3)(cid:278)(cid:251)(cid:283)(cid:268)

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1586—173+30

Cite this issue. Odisha Gazette, Government of Odisha, 31 July 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-07-31.Extraordinary_2376/. Archive identifier in.gazette.odisha_govpress.2025-07-31.Extraordinary_2376.