The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 2381 CUTTACK, THURSDAY, JULY 31, 2025/SRAVANA 9, 1947
(cid:272)(cid:282)(cid:253)(cid:440)(cid:3)(cid:244)(cid:3)(cid:268)(cid:283)(cid:266)(cid:271)(cid:445)(cid:571)(cid:297)(cid:3)(cid:266)(cid:272)(cid:283)(cid:251)(cid:282)(cid:274)(cid:265)(cid:282)(cid:3)(cid:268)(cid:283)(cid:269)(cid:282)(cid:248)
ସାମାଜିକ ପ୍ରଭାବ ନିର୍ର୍ଦ୍ାରଣ ନିମନ୍ତେ ଅଧିସୂଚନା
S.R.O. No. 562/2025
Dated 15-07-2025 ରାଜ୍ୟ ସରକାର ପ୍ରଭାବିତ ଗ୍ରାମ / ୱାର୍ଡ ସ୍ତରରର ସମ୍ପୃକ୍ତ ଗ୍ରାମ-ପଞ୍ଚାୟତଙ୍କ ପରାମର୍ଡକ୍ରରମ ନିମ୍ନଲିଖିତ ଭୂ ମି ଅଧିଗ୍ରହଣ କରିବାକୁ ଚାହ
ୁଛନ୍ତି ଏବଂ ରସଥ ି ନିମରନ୍ତ ସବଡସାଧାରଣ ଉରେର୍ୟରର ପ୍ରଭାବିତ ଅଞ୍ଚଳରର ସାମାଜ୍ିକ ପ୍ରଭାବ ନିର୍ଦ୍ଡାରଣ ( Social Impact Assessment) ସରବଡକ୍ଷଣ କରିବାକୁ ଚାହ
ୁଛନ୍ତି। ଭୂ ମି ଅଜ୍ଡନ, ପୁନବଡାସ ଓ ଥଇଥାନରର ଉଚିତ ମୂଲୟ ଏବଂ ସ୍ବଚ୍ଛତା ଅଧିକାର ଆଇନ – ୨୦୧୩ ର ଧାରା ୪ ଅନୁଯାୟୀ ଉକ୍ତ ସରବଡକ୍ଷଣ କରାଯିବ।
୧. ପ୍ରକଳ୍ପ ବିକାର୍କାରୀଙ୍କ ର ନାମ:- ଉପମୁଖୟ ଯନ୍ତ୍ରୀ (ନିମଡାଣ), ପୂବଡତଟ ରରଳପଥ, ଅନୁର ାଳ ।
୨. ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ର ଉରେର୍ୟ- ତାଳରଚର- ସମ୍ବଲପୁର ରରଳପଥ ର ାହରିକରଣ ପ୍ରକଳ୍ପ ନିମଡାଣ ନିମରନ୍ତ ।
୩. SIA study କରୁ ଥ ିବା ଅନୁଷ୍ଠାନର ରଯା ାରଯା ସୂଚନା; M/s. RAC Bhubaneswar.
୪. SIA ସରବଡକ୍ଷଣ ଅନୁଷ୍ଠାନ: Nabakrushna Choudhury Centre for Development Studies, Bhubaneswar, Phone No. 0674- 2300471/ 2301094
୫.ପ୍ରକଳ୍ପ ପାଇ ଅନୁର ାଳ ଜ୍ିଲ୍ଲାରର ପ୍ରସ୍ତାବିତ ଭୂ -ଅଧିଗ୍ରହଣର ବିବରଣୀ/ ତଫସିଲ
| କ୍ରମିକନଂ | ତହସିଲ | ଗ୍ରାମ ପଞ୍ଚାୟତ | ଗ୍ରାମ | ରବସରକାରୀଜ୍ମି (ଏକରରର ) | ମନ୍ତବୟ |
| ୧ | କିରର୍ାରନ ର | କଟରଙ୍ଗା | କୃଷ୍ଣପୁର | ୧.୨୨୦ | |
| ରମାଟ୍ - ଏ. ୧.୨୨୦ |
ଭୁ ମି ଅନୁସୂଚିର ନକଲ ଏଥ ି ସହିତ ସଂଲଗ୍ନ କରାଯାଇଛି।
୬. ପ୍ରସ୍ତାବିତ ପ୍ରକଲ୍ପ ର ସଂକ୍ଷିପ୍ତ ବିବରଣୀ :- ଅନୁର ାଳ ଜ୍ିଲ୍ଲାର କିରର୍ାରନ ର ତହସିଲ ଅନ୍ତଭଡ
ୁ କ୍ତ କୃଷ୍ଣପୁର ଗ୍ରାମରର ଉପମୁଖୟ ଯନ୍ତ୍ରୀ (ନିମଡାଣ), ପୂବଡତଟ ରରଳପଥ, ଅନୁର ାଳ ଦ୍ବାରା ତାଳରଚର- ସମ୍ବଲପୁର ରରଳପଥ ର ାହରିକରଣ ପ୍ରକଳ୍ପ ନିମଡାଣ ନିମରନ୍ତ ଘରରାଇ ଜ୍ମି ଅଧିଗ୍ରହଣ କରାଯିବ।
2୭. SIA ସରବଡକ୍ଷଣ ରର ଅନ୍ତଭଡ
ୁ କ୍ତ ପ୍ରକଳ୍ପ ଅଞ୍ଚଳ ଏବଂ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳ :-
ଅନୁର ାଳ ଜ୍ିଲ୍ଲାର ଉପରରାକ୍ତ ୦୧ ଟି ଗ୍ରାମର ରମାଟ ୧.୨୨୦ ଏକର ଘରରାଇ ଜ୍ମି, ଉପମୁଖୟ ଯନ୍ତ୍ରୀ (ନିମଡାଣ), ପୂବଡତଟ ରରଳପଥ, ଅନୁର ାଳ ଦ୍ବାରା ଅନୁର ାଳ ଜ୍ିଲ୍ଲାର କିରର୍ାରନ ର ତହସିଲ ଅନ୍ତଭଡ
ୁ କ୍ତ କୃଷ୍ଣପୁର ଗ୍ରାମରର ତାଳରଚର- ସମ୍ବଲପୁର ରରଳପଥ ର ାହରିକରଣ ପ୍ରକଳ୍ପ ନିମଡାଣ ନିମରନ୍ତ ଅନ୍ତଭଡ
ୁ କ୍ତ । ପ୍ରକଲ୍ପ ପ୍ରଭାବିତ ଜ୍ମିର ବିସ୍ତୃ ତ ତାଲିକା/ ତଫସିଲ SIA ସରବଡକ୍ଷଣ ଅରନ୍ତ ମିଳିପାରିବ।
୮. SIA ସରବଡକ୍ଷଣ ର ପ୍ରାଥମିକ ଉରେର୍ୟ ଏବଂ ମୁଖୟ କାଯଡୟାବଳୀ :-
ସବଡସାଧାରଣ ଉରେର୍ୟ ନିର୍ଦ୍ଡାରଣ
ପ୍ରଭାବିତ ଅଞ୍ଚଳରର ଥ ିବା ସମସ୍ତ ଗ୍ରାମପଞ୍ଚାୟତ / ଗ୍ରାମ / ୱାର୍ଡର ପରାମର୍ଡକ୍ରରମ SIA ସରବଡକ୍ଷଣ କରାଯିବ । SIA ସରବଡକ୍ଷଣ ରକ୍ଷତ୍ର ପରି ର୍ଡନ, ପ୍ରଭାବିତ ବୟକ୍ତିଙ୍କ ସାମୂହିକ ଆରଲାଚନା ଏବଂ ପ୍ରଭାବିତ ବୟକ୍ତିଙ୍କ ମତାମତ ଚୁ ର୍ାନ୍ତ ରିରପାଟଡ ରର ସ୍ଥାନିତ ରହବ।
ଭୂ ମି ଅଧି ୃହିତ ପ୍ରତୟକ୍ଷ ଅଥବା ପରରାକ୍ଷ ର୍ତକର୍ା ୨୫ ଭା ପ୍ରଭାବିତ ସମସ୍ତ ଗ୍ରାମ ସଭା ମାନଙ୍କ ରର ଜ୍ନ ର୍ୁଣାଣି କରାଯିବ।
୯. ଗ୍ରାମସଭା / ଭୂ ମିମାଲିକଙ୍କ ସହମତି ଆବର୍ୟକ କି?
ହ ସହମତି ଆବର୍ୟକ।
୧୦. SIA ସରବଡକ୍ଷଣ ଆରମ୍ଭ ଏବଂ ସମାପନ ରିରପାଟଡ ପ୍ର ାନ ଏବଂ ତାହାର ପ୍ରକାର୍ନ ସରକାରୀ ବିଜ୍ଞପ୍ତି ପ୍ରକାର୍ିତ ିବସ ଠାରୁ ୬ ମାସ ମଧ୍ୟରର SIA ସରବଡକ୍ଷଣ ସମାପନ କରାଯିବ।
SIA ସରବଡକ୍ଷଣ ରିରପାଟଡ ସମ୍ପୃକ୍ତ ପ୍ରଭାବିତ ପଞ୍ଚାୟତ/ ଗ୍ରାମ/ ୱାର୍ଡ ସ୍ତରରର ସ୍ଥାନୀୟ ଭାଷାରର ପ୍ରକାର୍ନ କରାରହବ। ତତ୍ ସହିତ ଜ୍ିଲ୍ଲାପାଳ, ଉପଜ୍ିଲ୍ଲାପାଳ ଏବଂ ବ୍ଲକ ମହକୁମାରର ପ୍ରକାର୍ନ କରାଯିବ ଏବଂ ସବଡସାଧାରଣଙ୍କ ର ାଚରାରଥଡ ସରକାରଙ୍କ ରୱବସାଇଟରର ସୂଚିତ ରହବ।
ଭୂମି ଅନୁସୂଚୀ
ମୌଜା କୃଷ୍ଣପୁର, ତହସିଲ-କିଶୋରନଗର, ଥାନା ହଣ୍ଡପା, ଥାନା ନଂ.୩୧,
ଜିଲ୍ଲା ଅନୁଗୋଳ
| କ୍ରମିକ ନଂ | ଖାତା ନମ୍ବର | ପ୍ଲଟ ନମ୍ବର | କିସମ | ମୋଟ ରକବା | ଅଧିକୃତ ରକବା | ରୟତଙ୍କ ନାମ |
| ୧ | ୨ | ୪ | ୫ | ୬ | ୭ | ୮ |
| ୨ | ୩ | ୭୩୪ | ତଇଳା ଦୁଇ | ୦.୫୯୦ | ୦.୦୪୦ | ଆସେଲି ସାହୁ ସ୍ୱା: ଚନ୍ଦ୍ର ସାହୁ ଜା: ଚଷା ବା: ପାପସରା, ଶୁରମଣି ସାହୁ ପି: ବିଦା ସାହୁ ଜା: ଚଷା ବା: କଟରଙ୍ଗା, ର ୁ କୁଣା ସାହୁ ପି: ଗୌତମ ସାହୁ, ଇଶ୍ୱର ସାହୁ ପି: ସାର୍ତ୍ତ ୁ କ ସାହୁ, ଭୁ ଗେଇ ସାହୁ ପି: ଇଶ୍ୱର ସାହୁ ଜା: ଚଷା ବା: ନିଜଗ ଁା |
| ୩ | ୧୫ | ୭୨୪ | ତଇଳା ଦୁଇ | ୧.୧୭୦ | ୦.୧୬୦ | ଲଳିତ ମୋହନ ପ୍ରଧାନ ପି: ହୃଷିକେଶ ପ୍ରଧାନ, ପରମାନନ୍ଦ ପ୍ରଧାନ ପି: ମଧୁ ପ୍ରଧାନ, କିର୍ତ୍ତନ ପ୍ରଧାନ ପି: ଶୁକଦେବ ପ୍ରଧାନ ଜା: ଚଷା ବା: କଟରଙ୍ଗା |
| ୮୦୦ | ଶାରଦ ଦୁଇ | ୦.୨୫୦ | ୦.୦୯୦ | |||
| ୪ | ୩୨ | ୭୩୩ | ବିଆଳି | ୦.୨୬୦ | ୦.୦୧୦ | ଦିବାକର ସାହୁ ପି:ହାଡି ସାହୁ ଜା: ଚଷା ବା: ନିଜଗ ଁା |
| ୭୩୫ | ତଇଳା ଦୁଇ | ୦.୯୫୦ | ୦.୦୫୦ | |||
| ୫ | ୪୬ | ୪୭୪ | ଶାରଦ ଦୁଇ | ୦.୭୩୦ | ୦.୦୫୦ | ବ ୁଧୁ ସାହୁ ପି:କୃପା ସାହୁ ଜା: ଚଷା ବା: ନିଜଗ ଁା |
| ୫୨୫ | ଶାରଦ ତିନି | ୦.୨୭୦ | ୦.୦୧୦ | |||
| ୭୨୭ | ବାଜେଫସ ଲ ଏକ | ୦.୩୭୦ | ୦.୦୫୦ | |||
| ୬ | ୫୬ | ୫୨୬ | ତଇଳା ଦୁଇ | ୨.୭୦୦ | ୦.୬୨୦ | ସର୍ବେଶ୍ୱର ସାହୁ ପି: ଭାଗିରଥି ସାହୁ, କୁମାରୀ ସାହୁ ସ୍ୱା: ସପ୍ନେଶ୍ୱର ସାହୁ, ସୁକାନ୍ତ ସାହୁ, ଶୁସିଳ ସାହୁ, ଅଜିତ୍ ସାହୁ ପି: ସପ୍ନେଶ୍ୱର ସାହୁ ଜା: ଚଷା ବା: କଟରଙ୍ଗା |
| ୭ | ୫୭ | ୭୨୮ | ଘରବାରି | ୦.୩୦୦ | ୦.୦୧୦ | ଭାଲୁ ସାହୁ ପି:ଝାଟୁ ସାହୁ ଜା: ଚଷା ବା: ନିଜଗ ଁା |
| ୮ | ୭୯ | ୫୧୭ | ତଇଳା ଦୁଇ | ୧.୪୦୦ | ୦.୧୩୦ | ହ ୃଶିକେଶ ସାହୁ ପି:ସଦା ସାହୁ ଜା: ଚଷା ବା: କଟରଙ୍ଗା |
| ମୋଟ | ୧.୨୨୦ |
[No. 25832(cid:650)RDM-LAC-ANG-0012-2024-R&DM]
(cid:272)(cid:282)(cid:253)(cid:571)(cid:266)(cid:282)(cid:274)(cid:331)(cid:3)(cid:235)(cid:288)(cid:263)(cid:276)(cid:496)(cid:288)(cid:270)
(cid:263)(cid:283)(cid:248)(cid:381)(cid:3)(cid:272)(cid:282)(cid:238)(cid:261)(cid:272)(cid:282)(cid:297)
(cid:234)(cid:261)(cid:283)(cid:272)(cid:283)(cid:317)(cid:3)(cid:276)(cid:282)(cid:278)(cid:265)(cid:3)(cid:278)(cid:251)(cid:283)(cid:268)
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1591—173+0