Servants of Knowledge
Odisha Gazette · Government of Odisha

Odisha Gazette, No. 2383, 31 July 2025

Published 31 July 2025

Department
Revenue & Disaster Management
Type
Extraordinary
Gazette no.
2383
Notification no.
27080
Notification Date
21-07-2025
Identifier
in.gazette.odisha_govpress.2025-07-31.Extraordinary_2383
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2383 CUTTACK, THURSDAY, JULY 31, 2025/SRAVANA 9, 1947

ରାଜସ୍ୱ ଓ ବିପଯ୍ୟୟ ପରିଚାଳନା ବିଭାଗ

ସାମାଜିକ ପ୍ରଭାବ ନିର୍ଦ୍୍ାରଣ ନିମ େେଅଧିସୂଚନା

Dated 21-07-2025 S.R.O. No. 564/2025

ରାଜୟ ସରକାର ପ୍ରଭାବିତ ଗ୍ରାମ / ୱାଡଡ ସ୍ତରରେ ସମ୍ପୃକ୍ତ ଗ୍ରାମ-ପଞ୍ଚାୟତଙ୍କ ପରାମଶଡକ୍ରମେ ନିମ୍ନଲିଖିତ ଭୂ ମି ଅଧିଗ୍ରହଣ କରିବାକୁ ଚାହ ଁ

ୁଛନ୍ତି ଏବଂ ସେଥ ି ନିମନ୍ତେ ସବଡସାଧାରଣ ଉଶେେୟରେ ପ୍ରଭାବିତ ଅଞ୍ଚଳରେ ସାମାଜିକ ପ୍ରଭାବ ନିର୍ଦ୍ଡାରଣ ( Social Impact Assessment) ସବେଡକ୍ଷଣ କରିବାକୁ ଚାହ ଁ

ୁଛନ୍ତି। ଭୂ ମି ଅଜଡନ, ପୁନବଡାସ ଓ ଥଇଥାନରେ ଉଚିତ ମୂଲୟ ଏବଂ ସ୍ବଚ୍ଛତା ଅଧିକାର ଆଇନ – ୨୦୧୩ ର ଧାରା ୪ ଅନୁଯାୟୀ ଉକ୍ତ ସବେଡକ୍ଷଣ କରାଯିବ।

୧. ପ୍ରକଳ୍ପ ବିକାଶକାରୀଙ୍କର ନାମ:- ଅଧୀକ୍ଷକ ଇଞ୍ଜି ନିୟର, ପୁର୍ତ୍ଡ ବିଭାଗ, ରାଉରକେଲା ।

୨. ପ୍ରସ୍ତାବିତ ଭୂ ମି ଅଧିଗ୍ରହଣର ଉଶେେୟ- ସୁନ୍ଦରଗଡ ଜିଲ୍ଲାର DMF ପାଣ୍ଠି ଅଧୀନରେ 0/00 କିଲୋମିଟର ରୁ 8/00 କିମି ପଯଡୟନ୍ତ କୋଇଡା ବାଇପାସ୍ ରାସ୍ତା ନିମଡାଣ ନିମନ୍ତେ ।

୩. SIA study କରୁ ଥ ିବା ଅନୁଷ୍ଠାନର ଯୋଗାଯୋଗ ସୂଚନା; M/s. Research and Information Centre for Orissa (RICOR), Bhubaneswar.

୪. SIA ସବେଡକ୍ଷଣ ଅନୁଷ୍ଠାନ: Nabakrushna Choudhury Centre for Development Studies, Bhubaneswar, Phone No. 0674- 2300471/ 23010942 ୫.ପ୍ରକଳ୍ପ ପାଇ ଁ ସୁନ୍ଦରଗଡ ଜିଲ୍ଲାରେ ପ୍ରସ୍ତାବିତ ଭୂ -ଅଧିଗ୍ରହଣର ବିବରଣୀ/ ତଫସିଲ

କ୍ରମିକ ନଂ ତହସିଲ ଗ୍ରାମ ପଞ୍ଚାୟତ/ ମୁୟନିସିପାଲିଟି ଗ୍ରାମ ବେସରକାରୀଜମି (ଏକରରେ ) ମନ୍ତବୟ
୧ କୋଇଡ଼ା କୋଇଡ଼ା କୋଇଡ଼ା ୦.୧୦
ମୋଟ୍ - ଏ. ୦.୧୦

ଭୂ ମି ଅନୁସୂଚିର ନକଲ ଏଥ ି ସହିତ ସଲଗ୍ନ କରା ଯାଇଛି।

୬. ପ୍ରସ୍ତାବିତ ପ୍ରକଲ୍ପ ର ସଂକ୍ଷିପ୍ତ ବିବରଣୀ :- ସୁନ୍ଦରଗଡ ଜିଲ୍ଲାର କୋଇଡ଼ା ତହସିଲର କୋଇଡ଼ା ଗ୍ରାମରେ ଅଧୀକ୍ଷକ ଇଞ୍ଜି ନିୟର, ପୁର୍ତ୍ଡ ବିଭାଗ, ରାଉରକେଲା ଙ୍କ ଦ୍ବାରା DMF ପାଣ୍ଠି ଅଧୀନରେ 0/00 କିଲୋମିଟର ରୁ 8/00 କିମି ପଯଡୟନ୍ତ କୋଇଡା ବାଇପାସ୍ ରାସ୍ତା ନିମଡାଣ ନିମନ୍ତେ ଘରୋଇ ଜମି ଅଧ ିଗ୍ରହଣ କରାଯିବ ।

୭. SIA ସବେଡକ୍ଷଣ ରେ ଅନ୍ତଭଡ

ୁ କ୍ତ ପ୍ରକଳ୍ପ ଅଞ୍ଚଳ ଏବଂ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳ :-

ସୁନ୍ଦରଗଡ ଜିଲ୍ଲାର ଉପରୋକ୍ତ 0୧ ଟି ଗ୍ରାମର ମୋଟ ୦.୧୦ ଏକର ଘରୋଇ ଜମି, ଅଧୀକ୍ଷକ ଇଞ୍ଜି ନିୟର, ପୁର୍ତ୍ଡ ବିଭାଗ, ରାଉରକେଲା ଙ୍କ ଦ୍ବାରା DMF ପାଣ୍ଠି ଅଧୀନରେ 0/00 କିଲୋମିଟର ରୁ 8/00 କିମି ପଯଡୟନ୍ତ କୋଇଡା ବାଇପାସ୍ ରାସ୍ତା ନିମଡାଣ ନିମନ୍ତେ ଅନ୍ତଭଡ

ୁ କ୍ତ । ପ୍ରକଲ୍ପ ପ୍ରଭାବିତ ଜମିର ବିସ୍ତୃ ତ ତାଲିକା/ ତଫସିଲ SIA ସବେଡକ୍ଷଣ ଅନ୍ତେ ମିଳିପାରିବ।

୮. SIA ସବେଡକ୍ଷଣ ର ପ୍ରାଥମିକ ଉଶେେୟ ଏବଂ ମୁଖୟ କାଯଡୟାବଳୀ :-

ସବଡସାଧାରଣ ଉଶେେୟ ନିର୍ଦ୍ଡାରଣ

ପ୍ରଭାବିତ ଅଞ୍ଚଳରେ ଥ ିବା ସମସ୍ତ ଗ୍ରାମପଞ୍ଚାୟତ / ଗ୍ରାମ / ୱାଡଡର ପରାମଶଡକ୍ରମେ SIA ସବେଡକ୍ଷଣ କରାଯିବ । SIA ସବେଡକ୍ଷଣ କ୍ଷେତ୍ର ପରିଦଶଡନ, ପ୍ରଭାବିତ ବୟକ୍ତିଙ୍କ ସାମୂହିକ ଆଲୋଚନା ଏବଂ ପ୍ରଭାବିତ ବୟକ୍ତିଙ୍କ ମତାମତ ଚୁ ଡାନ୍ତ ରିପୋଟଡ ରେ ସ୍ଥାନିତ ହେବ।

ଭୂ ମି ଅଧିଗୃହିତ ପ୍ରତୟକ୍ଷ ଅଥବା ପରୋକ୍ଷ ଶତକଡା ୨୫ ଭାଗ ପ୍ରଭାବିତ ସମସ୍ତ ଗ୍ରାମ ସଭା ମାନଙ୍କ ରେ ଜନ ଶୁଣାଣି କରାଯିବ।

୯. ଗ୍ରାମସଭା / ଭୂ ମିମାଲିକଙ୍କ ସହମତି ଆବଶୟକ କି?

ହ ଁ ସହମତି ଆବଶୟକ।

୧୦. SIA ସବେଡକ୍ଷଣ ଆରମ୍ଭ ଏବଂ ସମାପନ ରିପୋଟଡ ପ୍ରଦାନ ଏବଂ ତାହାର ପ୍ରକାଶନ ସରକାରୀ ବିଜ୍ଞପ୍ତି ପ୍ରକାଶିତ ଦିବସ ଠାରୁ ୬ ମାସ ମଧ୍ୟରେ SIA ସବେଡକ୍ଷଣ ସମାପନ କରାଯିବ।

SIA ସବେଡକ୍ଷଣ ରିପୋଟଡ ସମ୍ପୃକ୍ତ ପ୍ରଭାବିତ ପଞ୍ଚାୟତ/ ଗ୍ରାମ/ ୱାଡଡ ସ୍ତରରେ ସ୍ଥାନୀୟ ଭାଷାରେ ପ୍ରକାଶନ କରାହେବ। ତତ୍ ସହିତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବ୍ଲକ ମହକୁମାରେ ପ୍ରକାଶନ କରାଯିବ ଏବଂ ସବଡସାଧାରଣଙ୍କ ଗୋଚରାଥେଡ ସରକାରଙ୍କ ୱେବସାଇଟରେ ସୂଚିତ ହେବ।

3

ତିଆନ କପି

ମଶୗଜା- ମକାଇଡା ତହସିଲ- ମକାଇଡା ର୍ ାନା- ମକାଇଡା ଜିଲ୍ଲା-ସୁନ୍ଦରଗଡ
କ୍ର.ସଂ. ାତା ସଂୟା ପ୍ଲଟ ସଂୟା କିସ ମଶାଟ ରକ୍ୱା (ଏକରମର) ଅଜିତ ରକ୍ୱା (ଏକରମର) ାତା ରୟତଙ୍କ ନା
୧ ୯୧ ୧୫୨୮ ଗ ଡ ଏକ ୦.୧୦ ୦.୧୦ ସଧୁ ଏେକ ପି: ଫଶୁ ଏେକ, ପ୍ରତିମ ଏେକ ପି: ଉଦ୍ଧ୍ୱ ଏେକ, ର୍ େଏେକ, ର୍ର୍ପ ଏେକ, ସ୍ୱିତ୍ରୀ ଏେକ, ସ୍ୱିତ ଏେକ ପି:ଶି୍ୱ ଏେକ ଜ-ଭୂ ୟ ୍ୱ-ନିଜ (କନ୍ତରକଲ)
ଗମଟ ରକ୍ୱ ୦.୧୦

[No. 27080(cid:650)RDM-LAC-SUN-0002-2025-R&DM]

(cid:272)(cid:282)(cid:253)(cid:571)(cid:266)(cid:282)(cid:274)(cid:331)(cid:3)(cid:235)(cid:288)(cid:263)(cid:276)(cid:496)(cid:288)(cid:270)

(cid:263)(cid:283)(cid:248)(cid:381)(cid:3)(cid:272)(cid:282)(cid:238)(cid:261)(cid:272)(cid:282)(cid:297)

(cid:234)(cid:261)(cid:283)(cid:272)(cid:283)(cid:317)(cid:3)(cid:276)(cid:282)(cid:278)(cid:265)(cid:3)(cid:278)(cid:251)(cid:283)(cid:268)

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1593—173+0

Cite this issue. Odisha Gazette, Government of Odisha, 31 July 2025. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2025-07-31.Extraordinary_2383/. Archive identifier in.gazette.odisha_govpress.2025-07-31.Extraordinary_2383.